କିଶୋରନଗରରେ ମେରା ଦେଶ, ମେରା ମିଟି କାର୍ଯ୍ୟକ୍ରମ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଯୋଗଦେଲେ ଅଭିନେତା ଶ୍ରୀତମ ଦାସ
କିଶୋରନଗରରେ ମେରା ଦେଶ, ମେରା ମିଟି କାର୍ଯ୍ୟକ୍ରମ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଯୋଗଦେଲେ ଅଭିନେତା ଶ୍ରୀତମ ଦାସ #କିଶୋରନଗର(ଏନ୍.ଏମ୍.): ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି କଟକ ଜିଲ୍ଲା, କଟକ ସଦର, କିଶୋର ନଗର, ରାମଚନ୍ଦ୍ର ପୁର ଠାରେ ମେରା ଦେଶ ମେରା ମିଟି କାର୍ଯ୍ୟକ୍ରମ କିଶୋର ନଗର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତ୍ତାମାନେ ପ୍ରତି ଘର ଘର ବୁଲି ଚଉରା ମୂଳରୁ ମାଟି ନେଇ ଅମୃତ କଳସୀରେ…
