ଶିଶୁ ଅଧିକାର ଆଇନ ଶୀର୍ଷକ କର୍ମଶାଳା: ‘ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ’

ଶିଶୁ ଅଧିକାର ଆଇନ ଶୀର୍ଷକ କର୍ମଶାଳା: ‘ପୁଲିସ ଅଧିକାରୀମାନେ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ’ #କଟକ(ଏନ୍‌.ଏମ୍‌.): ଶିଶୁମାନଙ୍କ ସମ୍ବନ୍ଧିତ ବିଭିନ୍ନ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ପୁଲିସ ଅଧିକାରୀମାନେ ସମ୍ବେଦନଶୀଳତାର ସହ ପଦକ୍ଷେପ ନେବା ଉଚିତ୍ । ପୁଲିସ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଅଧିକ ସଚେତନ ତଥା ସମ୍ବେଦନଶୀଳ କରାଇବା ନିମନ୍ତେ କଟକ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଶିଶୁ ଆଇନ୍‌, ଧାରା, ନୀତି ଏବଂ ନିୟମାବଳୀ ଉପରେ ପୁଲିସ…

Read More

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ

ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ ଖୁବଶିଘ୍ର ବଦଳିବ କଟକର ରୂପରେଖ: ମୁଖ୍ୟମନ୍ତ୍ରୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଖାନନଗର ଠାରେ ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ (ସିଏନବିଟି) ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏନବିଟିକୁ ଉଦ୍‌ଘାଟନ କରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି କଟକର ରୂପରେଖ ଖୁବ ଶିଘ୍ର ବଦଳିବ ବୋଲି କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ସିଏନବିଟି ସମେତ କଟକର…

Read More

କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡି ପଞ୍ଚାୟତ ଠାରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କଖଡି ଠାରୁ କପୁରି ସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପସାରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ତେବେ କଟକ ପୁରୁଣା ସମ୍ବଲପୁର ରାଜପଥ ଠାରୁ ବିଭକ୍ତ ହୋଇ ରାସ୍ତାଟି ଦୀର୍ଘଦିନ ହେବ ଅବ୍ୟବସ୍ଥାରେ ରହିଥିଲା । ଶତାଧିକ ଲୋକ ମାନେ ଏହି…

Read More

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାରା ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏଆଇଡିଏସ୍‌ଓ ରାଜ୍ୟ କମିଟିର ଆହ୍ୱାନ କ୍ରମେ ସାରା ଓଡ଼ିଶା ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ସିଟି କମିଟି ପକ୍ଷରୁ ଏକ ବିକ୍ଷୋଭ ରାଜ୍ୟ ସଚିବାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉ କି, ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଆକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି ମାତ୍ର ସେଥିରେ…

Read More

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ କଟକ(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ କେବଳ ଶୁଦ୍ଧ ପାନୀୟ ଜଳ ନୁହେଁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ସିଏମସି ୫୩ନମ୍ବର ୱାର୍ଡ ଦରଖାପାଟଣା ଅନ୍ତର୍ଗତ କଲ୍ୟାଣୀନଗର ସ୍ଥିତ ନାରାୟଣୀ ହସ୍ପିଟାଲ ନିକଟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏକ ଏନାଜିକ୍ କାଙ୍ଗେନ୍ ୱାଟର ପଏଣ୍ଟ୍‌ର ଉଦଘାଟନ…

Read More

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ #ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଓଡିଶା ଫାର୍ମାସିଷ୍ଟ ସେବା ସଂଘ’ ପକ୍ଷରୁ ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ୨୩୦୦ଟଙ୍କା ରୁ ୨୮୦୦ଟଙ୍କାକୁ ବୃଦ୍ଧି ସହିତ କ୍ୟାଡର ପୁନଃ ଗଠନ ୨୦୧୩ ମସିହା ପୂର୍ବ ଫାର୍ମାସିଷ୍ଟମାନଙ୍କ ବରିଷ୍ଠତା ଓ ଆର୍ଥିକ ସୁବିଧା, ଫାର୍ମାସିଷ୍ଟ ପରିବର୍ତ୍ତେ ଫାର୍ମାସିଷ୍ଟ ଅଫିସର ପ୍ରମୁଖ ଦାବି ଉପସ୍ଥାପନ କରିବା ପାଇଁ ତା ୧୬-୦୯-୨୩ରିଖ ଶନିବାର…

Read More

ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ

ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ #ଚୌଦ୍ୱାର/କଟକ(ଏନ୍‌.ଏମ୍‌.): ଦିନେ କଲମ ମୂନରେ ଜାତୀୟତାବୋଧ ସୃଷ୍ଟି କରିବା ସହ ସାଧାରଣ ଗରିବ ନିଷ୍ପେସିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ବରିଷ୍ଠ ସାମ୍ବାଦିକ ମନୋଜ ଦାସଙ୍କ କଲମ ଆଜି ଥକି ପଡ଼ିଛି । ସେ ଶୋଇ ଯାଇଛନ୍ତି ଚିରନିଦ୍ରାରେ । ସାଜିଛନ୍ତି ଅଫେରା ପଥର ପଥିକ । ଚୌଦ୍ୱାର ପ୍ରେସ୍‌କ୍ଲବ୍‌ର ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦାସଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ମୃତ୍ୟୁ…

Read More

ତିନି ଦଫା ଦାବି ନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତିନି ଦଫା ଦାବି ନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ #କଟକ(ଏନ୍‍.ଏମ୍‍.): ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ୩ ଦଫା ଦାବିନେଇ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆମ୍ବେଦକର ସ୍ମୃତି ପରିଷଦ ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ ମାନେ ଦିନ ୧୧ ଟାରେ ପୁରୀଘାଟ ଥାନା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି, ଚୌଧୁରୀ ବଜାର ସ୍ଥିତ ସିଏମସି କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ…

Read More

ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ

ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ମାଣାଧୀନ ଗୋଦାମ ଘର ବାରଣ୍ଡାରେ ଗତ ୫ତାରିଖରେ ଘଟିଥିବା ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଚୌଦ୍ୱାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ଢେଙ୍କାନାଳ ଜିଲ୍ଲା ନିହାଲ ପ୍ରସାଦ ଥାନା ଫୁଲିଝରଣ ଗ୍ରାମର ରାଜୁ ମେରେଲ (୨୮) ବୋଲି ଜଣାପଡ଼ିଛି । ତା ନିକଟରୁ…

Read More

ରାଜ୍ୟରେ ଓଏଏସସ୍ତରରେ ବଡ଼ଧରଣର ଅଦଳ ବଦଳ

ରାଜ୍ୟରେ ଓଏଏସସ୍ତରରେ ବଡ଼ଧରଣର ଅଦଳ ବଦଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଆଜି ରାଜ୍ୟରେ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ତେବେ ରାଜ୍ୟରେ ଏକକାଳୀନ ମୋଟ ୨୯୫ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏହି ଅଦଳ ବଦଳ ମଧ୍ୟରେ ଏକକାଳୀନ ୧୦୬ ଜଣ ବିଡିଓ ଓ ୧୮୯ଜଣ ତହସିଲଦାରଙ୍କ ବଦଳି ହୋଇଛି । ଏହି ଓଏଏସ୍ ଅଫିସରମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଡିଓ ଏବଂ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ।…

Read More

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼ #କଟକ(ଏନ୍‌.ଏମ୍‌.): କଟକ ସହରରେ ବର୍ଷକୁ ବର୍ଷ ଚାନ୍ଦିମେଢ଼ର ସଂଖ୍ୟା ବୃଦ୍ଧି ପାଇବା ସହ ରୌପ୍ୟନଗରୀ ମାନ୍ୟତାର ଗାରିମା ବୃଦ୍ଧି କରିପାରିଛି । ଗତବର୍ଷ କଟକର ଚାନ୍ଦି ମେଢ଼ ସଂଖ୍ୟା ୨୮ରେ ଥିଲାବେଳେ ଚଳିତ ବର୍ଷ ଏହା ୩୨କୁ ବୃଦ୍ଧି ପାଇଛି ବୋଲି କଟକ ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ…

Read More

ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା

ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇବି ରୋଡରେ ଫ୍ୟାସନ ୱାଲ୍ଡ ନାମକ ଏକ ଡ୍ରେସ ଦୋକାନରେ କାମ କରୁଥିବା ଲକ୍ଷ୍ମଣପୁର ନାରାୟଣ ବିହାରର ଆଶିଷ କୁମାର ହାତୀ ତାଙ୍କ ମାଲିକ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି । ଦୋକାନ ମାଲିକ ନାରାୟଣ ବିହାର ଅଞ୍ଚଳର ରାଜେଶ ନାୟକଙ୍କ ପୁତ୍ର ଜଶକେତନ ନାୟକ ଓରଫ ଆକାଶ ଏହି ଦୋକାନଟିକୁ ଚଲାଉଥିଲେ । ତେବେ ତାଙ୍କ ପାଖରେ କାମ କରୁଥିବା ଆଶିଷଙ୍କ…

Read More