ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ #କଟକ(ଏନ୍.ଏମ୍.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୩ତମ ଜନ୍ମ ଦିବସ ଉପଲକ୍ଷେ ଦେଶବ୍ୟାପି ସେବା ସପ୍ତାହ ପାଳିତ ହେଉଛି । ଏହିପରିପ୍ରେକ୍ଷୀରେ କଟକ ବିଜେପି ଯୁବମୋର୍ଚ୍ଚା ତର‘ରୁ ଆଶୁତୋଷ ଦାସଙ୍କ ନେତୃତ୍ୱରେ ତିନିକୋଣିଆ ବଗିଚା ସ୍ଥିତ କର ପ୍ୟାଲେସ୍ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଶତାଧିକ କାର୍ଯ୍ୟକର୍ତ୍ତା…
