କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ
କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ କଟକ(ଏନ୍.ଏମ୍.): କଟକ ସହରରେ ମୁସଲିମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ । ରୀତିନୀତି ଅନୁସାରେ ଏହି ପର୍ବକୁ ପାଳନ କରିଛନ୍ତି କଟକର ମୁସଲିମ ଧର୍ମାବଲମ୍ବୀ । ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା…
