ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ
ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ କଟକ(ଏନ୍.ଏମ୍.): କଟକ ସହରରେ ଜନସାଧାରଣଙ୍କୁ କେବଳ ଶୁଦ୍ଧ ପାନୀୟ ଜଳ ନୁହେଁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ସିଏମସି ୫୩ନମ୍ବର ୱାର୍ଡ ଦରଖାପାଟଣା ଅନ୍ତର୍ଗତ କଲ୍ୟାଣୀନଗର ସ୍ଥିତ ନାରାୟଣୀ ହସ୍ପିଟାଲ ନିକଟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏକ ଏନାଜିକ୍ କାଙ୍ଗେନ୍ ୱାଟର ପଏଣ୍ଟ୍ର ଉଦଘାଟନ…
