ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା
ଜଗତପୁର ୪୮ ନମ୍ବର ୱାର୍ଡରେ ଅତିଷ୍ଠ କଲାଣି ଜଳବନ୍ଦୀ ସମସ୍ୟା #ଜଗତପୁର(ଏନ୍.ଏମ୍.): କଟକ ସହରରେ ଗତକାଲି ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ହେବା ଦ୍ୱାରା ସହରର କିଛି ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଜଗତପୁର ଅଞ୍ଚଳର ବହୁ ସାହି ବସ୍ତି ଜଳମଗ୍ନରେ ଅବସ୍ଥାରେ ଶହେରୁ ଉର୍ଦ୍ଧ ପରିବାର ସହ ୨ଗୋଟି ଶିକ୍ଷାନୁଷ୍ଟାନ ଜଳବନ୍ଦୀ ଅବସ୍ଥାରେ ବୁଡି ରହିଛି । ସିଏମସି ୱାର୍ଡ ନମ୍ବର ୪୮ସମ୍ପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ବୁଡି ରହିଛି । ଏହି…
