ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ
ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ #ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ବିରୋଧ କରି କେତେକ ରାଜନୈତିକ ଦଳ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ ବୋଲି ବିଜେଡି ଖୁଲମଖୁଲା ପ୍ରକାଶ କରିଛି । ଏନଡିଏ ସରକାରକୁ ବିଜେଡି ପୁଣିଥରେ ନିସର୍ତ୍ତ ସମର୍ଥନ ଦେଇଥିବା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ବହୁଚର୍ଚ୍ଚିତ ଦିଲ୍ଲୀ…
