Month: August 2023

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଓ ମେଡ଼ିକାଲରେ ଔଷଧ ନମିଳିବାରୁ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ…

କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା

କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ବିଶିଷ୍ଟ ଯାଦୁକର ସ୍ୱର୍ଗତ ପିଏଲ ସୁନ୍ଦରକାଙ୍କ ସ୍ମୃତି ଦିବସ ଅବସରରେ ୮ମ ମ୍ୟାଜିକ ଡେ ପାଳିତ ହୋଇଯାଇଛି । ସ୍ଥାନୀୟ ବାଣୀପୀଠ…

ଏନଏଚଆରସିକୁ ଗଲା ମହିଳା ହୋମଗାର୍ଡ ମାମଲା: ପୀଡ଼ିତାଙ୍କୁ ଭେଟିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ବିଜେପି

ଏନଏଚଆରସିକୁ ଗଲା ମହିଳା ହୋମଗାର୍ଡ ମାମଲା; ଡିଆଇଜିଙ୍କ ଦରମାରୁ ୩୦ ଲକ୍ଷ ଦେବାକୁ ଅପିଲ୍‌ ପୀଡ଼ିତାଙ୍କୁ ଭେଟିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ବିଜେପି #କଟକ(ଏନ୍‌.ଏମ୍‌.): ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାକୁ ଟ୍ରେନ୍ ଆଗକୁ ଡେଇଁ ନିଜ ଦୁଇ ଗୋଡ଼…

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି #କଟକ(ଏନ୍‌.ଏମ୍‌.): ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ । କେବଳ କଟକ ସହର କାହିଁକି ସହର ଉପକଣ୍ଠରେ ମଧ୍ୟ ବ୍ୟାପକ…

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ବୋର୍ଡର ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ…

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ କଟକ(ଏନ୍‌.ଏମ୍‌.): ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ପୂର୍ବତନ ସରପଞ୍ଚ । ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ସୂଚନା…

ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ

ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ #କଟକ ସଦର(ଏନ୍‌.ଏମ୍‌.): ଗ୍ରାମର ବିକାଶ, ସମାଜର ବିକାଶ, ପ୍ରତିଭାର ବିକାଶର ଜଣେ ଉଦାହରଣୀୟ ବ୍ୟକ୍ତିତ୍ୱ ଥିଲେ ମା’ ନୀଳିମାରାଣୀ ସାମନ୍ତ । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟସବୁ ତାଙ୍କୁ ଚିର ଅମର କରି…

ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ

ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ତୁଳସୀପୁର ମଠସାହି ସ୍ଥିତ ବହୁ ପୁରାତ ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅଜିତ କୁମାର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ…

ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ଦାବିରେ ସିଏମସି କମିଶନରଙ୍କୁ ବିଧାୟକଙ୍କ ପକ୍ଷରୁ ଦାବିପତ୍ର

ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ଦାବିରେ ସିଏମସି କମିଶନରଙ୍କୁ ବିଧାୟକଙ୍କ ପକ୍ଷରୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): କଟକ ସହରରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ନିମନ୍ତେ ବିଧାୟକ ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ ସିଏମସି ପୂର୍ବତନ ବିରୋଧୀ ଦଳ ନେତ୍ରୀ…

ଏଆଇଏଲଏଜେର ସାଧାରଣ ସଭା

ଏଆଇଏଲଏଜେର ସାଧାରଣ ସଭା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ପାନ୍ଥନିବାସ ଠାରେ ଏଆଇଏଲଏଜେ (ଅଲ ଇଣ୍ଡିଆ ଲୟର୍ସ ଆସୋସିଏସନ ଫର ଜଷ୍ଟିସ) ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ସଭାପତି ମୈତ୍ରୀ କ୍ରିଷ୍ଣାୟାନ ଯୋଗଦେଇ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା…

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମର ବାପି ଓରଫ ପ୍ରଣବ ପ୍ରକାଶ ମହାଳି ସିଆରପିଏଫ ଜବାନ ଭାବେ…