ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ
ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ #ଜଗତପୁର(ଏନ୍.ଏମ୍.): ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁରସ୍ଥିତ ନିମପୁର ଶ୍ମଶାନରେ ଏକ ଅତ୍ୟାଧୁନିକ ଶବଦାହ ଗୃହ ଉଦ୍ଘାଟିତ ହୋଇଯାଇଛି । ଏଥିରେ କାଠ ବ୍ୟବହାର କରାଯାଇ ଶବଦାହ କରାଯିବ । ତେବେ ଏହି ଅତ୍ୟାଧୁନିକ କାଠ ଶବଦାହ ଗୃହର ନିର୍ମାଣ ପାଇଁ ମୋଟ ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସିଏମସି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ…
