କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ
କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ #କଟକ(ଏନ୍.ଏମ୍.): ମାରାତ୍ମକ କ୍ୟାନସନର ରୋଗରେ ଛଟପଟ ହେଉଥିବା ରୋଗୀଟି ପାଇଁ ଏବେ ଅର୍ଥ ସାଜିଛି ବାଧକ । ସରକାର ଦୁସ୍ଥ ରୋଗୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଅସହାୟ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗୀ ଜଣକ ସୁଦୂର ଛତିଗଡ଼ ରାଜ୍ୟର ବିରଗାଁ, ବିନ୍ଦ୍ରାୱନଗଡ଼ ରାୟପୁରର ମଦନ ଦାସ(୪୩)ବୋଲି ଜଣାପଡ଼ିଛି । ସେ ବର୍ତ୍ତମାନ କଟକ ଆଚାର୍ଯ୍ୟହରିହର କର୍କଟରୋଗ ପ୍ରତିଷ୍ଠାନର ୧୫ନମ୍ବର ୱାର୍ଡ଼ରେ ଚିକିତ୍ସିତ…
