ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଓ ମେଡ଼ିକାଲରେ ଔଷଧ ନମିଳିବାରୁ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏ ନେଇ ସଂଗୀନ ଅଭିଯୋଗ କରିବା ପରେ ମେଡ଼ିକାଲରେ ଉତ୍ତେଜନା ସୃଷ୍ଠି ହୋଇଥିଲା । ଘଟଣାରୁ ପ୍ରକାଶ, ଯେ, ଆଜି ଦିନ ଭଦ୍ରକ ଚରମ୍ପା କେନାଲ ରୋଡ଼ ଅଞ୍ଚଳର ବିଜୟ ଲକ୍ଷ୍ମୀ ମହାନ୍ତି(୭୪) ହଠାତ…

Read More

କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା

କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ବିଶିଷ୍ଟ ଯାଦୁକର ସ୍ୱର୍ଗତ ପିଏଲ ସୁନ୍ଦରକାଙ୍କ ସ୍ମୃତି ଦିବସ ଅବସରରେ ୮ମ ମ୍ୟାଜିକ ଡେ ପାଳିତ ହୋଇଯାଇଛି । ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୧୦୨ଜଣ ଯାଦୁକର ଯୋଗଦେଇ ନିଜ ନିଜର ଯାଦୁ ପ୍ରଦର୍ଶନ କରିଥିଲେ । ସର୍କଲର ସମ୍ପାଦକ ତଥା ବିଶିଷ୍ଟ ଯାଜୁକର ବାପୁ ଲେଙ୍କାଙ୍କ…

Read More

ଏନଏଚଆରସିକୁ ଗଲା ମହିଳା ହୋମଗାର୍ଡ ମାମଲା: ପୀଡ଼ିତାଙ୍କୁ ଭେଟିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ବିଜେପି

ଏନଏଚଆରସିକୁ ଗଲା ମହିଳା ହୋମଗାର୍ଡ ମାମଲା; ଡିଆଇଜିଙ୍କ ଦରମାରୁ ୩୦ ଲକ୍ଷ ଦେବାକୁ ଅପିଲ୍‌ ପୀଡ଼ିତାଙ୍କୁ ଭେଟିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା ବିଜେପି #କଟକ(ଏନ୍‌.ଏମ୍‌.): ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାକୁ ଟ୍ରେନ୍ ଆଗକୁ ଡେଇଁ ନିଜ ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡଙ୍କ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି…

Read More

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି

କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି #କଟକ(ଏନ୍‌.ଏମ୍‌.): ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ । କେବଳ କଟକ ସହର କାହିଁକି ସହର ଉପକଣ୍ଠରେ ମଧ୍ୟ ବ୍ୟାପକ ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଛି । କିଛି ବର୍ଷ ଧରି କଟକ ସହର ନକଲି ସାମଗ୍ରୀ ପ୍ରସ୍ତୁତକାରୀ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି । ତେବେ ଏଭଳି ଅପମିଶ୍ରିତ ସାମଗ୍ରୀକୁ ରୋକିବା…

Read More

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ

ଠିକା ମଜଦୁର ସଂଘର ଚେତାବନୀ:୨୫ରୁ ଠିକା ଶ୍ରମିକଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

Read More

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ବୋର୍ଡର ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ (ଓମ୍ବାଡିସି)ର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଓଏମ୍ବିଏଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ(ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ…

Read More

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ

ଭିଜିଲାନ୍ସ ଜାଲରେ ଦୁଲଣାପୁର ପୂର୍ବତନ ସରପଞ୍ଚ କଟକ(ଏନ୍‌.ଏମ୍‌.): ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ପୂର୍ବତନ ସରପଞ୍ଚ । ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ବୋଲି ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରୀ ସାହୁ…

Read More