ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ
ନୀଳିମାରାଣୀ ସମାଜସେବା ସମ୍ମାନ -୨୦୨୩ ପ୍ରଦାନ ସମାରୋହ #କଟକ ସଦର(ଏନ୍.ଏମ୍.): ଗ୍ରାମର ବିକାଶ, ସମାଜର ବିକାଶ, ପ୍ରତିଭାର ବିକାଶର ଜଣେ ଉଦାହରଣୀୟ ବ୍ୟକ୍ତିତ୍ୱ ଥିଲେ ମା’ ନୀଳିମାରାଣୀ ସାମନ୍ତ । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟସବୁ ତାଙ୍କୁ ଚିର ଅମର କରି ରଖିବ ବୋଲି ଆଜି କଟକ ଜିଲ୍ଲା ସ୍ଥିତ ଆଦର୍ଶ ଗ୍ରାମ କଲରାବାଙ୍କରେ ଅନୁଷ୍ଠିତ ମା’ ନୀଳିମା ରାଣୀ ସମାଜସେବା ସମ୍ମାନ-୨୦୨୩ ପ୍ରଦାନ ସମାରୋହରେ ମତପ୍ରକାଶ ପାଇଛି । ମା’ ନୀଳିମାରାଣୀ ସାମନ୍ତଙ୍କ ୯୪ତମ ଜୟନ୍ତୀ…
