ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ
ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ #କଟକ ସଦର(ଏନ୍.ଏମ୍.): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମର ବାପି ଓରଫ ପ୍ରଣବ ପ୍ରକାଶ ମହାଳି ସିଆରପିଏଫ ଜବାନ ଭାବେ ମଣିପୁରରେ କାର୍ଯ୍ୟରତ ଥିବା ସମୟରେ ଗତ ଶୁକ୍ରବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କ ପାର୍ôଥବ ଶରୀର ପହଞ୍ଚିବା ଜନ୍ମମାଟିରେ ପରେ କନ୍ଦରପୁର ଠାରୁ ପାରାବିଲ୍, କମରପଦା ଦେଇ ଏକ ବିରାଟ…
