ଇପିଏଫ ପେନସନର୍ସ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଇପିଏଫ ପେନସନର୍ସ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ #ଭୁବନେଶ୍ୱର(ଏନ୍.ଏମ୍.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଏକ ପ୍ରତିନିଧିଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସାକ୍ଷାତକରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦତ୍ତ ଏହି ସ୍ମାରକ ପତ୍ରରେ ଓଡିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ ପେନସନଭୋଗୀମାନଙ୍କୁ ବର୍ତ୍ତମାନ ମିଳୁଥିବା ସର୍ବନିମ୍ନ ମାସିକ ୧୦୦୦ଟଙ୍କାରୁ ୯୦୦୦ଟଙ୍କାକୁ ବୃଦ୍ଧି କରିବା ସହ ଦରଦାମ…
