ବାଦାମବାଡି ଥାନାକୁ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

ବାଦାମବାଡି ଥାନାକୁ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ #କଟକ(ଏନ୍‌.ଏମ୍‌.): ବାଦାମବାଡି ଥାନାକୁ ଏକ ଆଦର୍ଶ ଥାନୋର ପରିଣତ କରିବା ପାଇଁ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ଅମ୍ଳାନ ବଦନ ପଟ୍ଟନାୟକଙ୍କ ନେତୃତ୍ୱେର ଏକ ପ୍ରତିନିଧି ଦଳ ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସଠାରେ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ଦାବି ଉପସ୍ଥାପନ କରିବା ସହ ଏକ ସ୍ଥାୟୀ ଓ ନୂତନ ପୁଲିସ…

Read More

ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ

ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ #କଟକ(ଏନ୍‌.ଏମ୍‌.): ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ତଦନ୍ତରେ ଉତ୍କର୍ଷତା ପାଇଁ ଆଜି ‘କେନ୍ଦ୍ର ଗୃହ ମନ୍ତ୍ରୀ’ ପଦକ ଘୋଷଣା ହୋଇଛି । ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି । ସେହିପରି ଏହି…

Read More

ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ

ନକ୍ସଲ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ସିଆରପିଏଫ ଯବାନ, ୨ ମାସ ତଳେ କରିଥିଲେ ବିବାହ କେନ୍ଦୁଝର(ଏନ୍‌.ଏମ୍‌.): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଯାଇଛନ୍ତି । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଅଘଟଣ ଘଟିଛି । ସିଆରପିଏଫର ୬୦ ବାଟାଲିୟନର ଯବାନମାନେ କମ୍ବିଂ…

Read More

କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ #ଚୌଦ୍ୱାର(ଏନ୍‌.ଏମ୍‌.): ଶିକ୍ଷାର ଉନ୍ନତି ନିମନ୍ତେ ରାଜ୍ୟସରକାର ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀମାନଙ୍କୁ କିଭଳି ଉନ୍ନତମାନର ଶିକ୍ଷାଦାନ କରାଯିବ ସେଥି ପାଇଁ ସ୍କୁଲରେ ଶିକ୍ଷକ ଓ ଅଭିଭାବକମାନଙ୍କ ଏକ ମିଳିତ ବୈଠକ କରି ଏହାର ନିଷ୍କର୍ଷ ଅନୁଯାୟୀ ସୁସ୍ଥ ସମାଜ ଗଠନ ଦିଗରେ ଆଉ ଗୋଟିଏ ପାଦ ଆଗେଇ ନେବାକୁ ସରକାର ପରାମର୍ଶ ଦେଇଛନ୍ତି । ତେବେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡ଼ି ପଞ୍ଚାୟତ କଖଡି ନୋଡାଲ…

Read More

ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ #ଭୁବନେଶ୍ୱର(ଏନ୍‌.ଏମ୍‌.): ବର୍ଷା ପାଇଁ ଅଧା ରହିଥିବା କିମ୍ବା ବର୍ଷାରେ ଖରାପ ହୋଇଥିବା ରାସ୍ତା ଓ ଡ୍ରେନ କାମ ଆରମ୍ଭ କରିବାକୁ ନିର୍ଦେଶ । କେବଳ ରାସ୍ତା କି ଡ୍ରେନ କାମ ନୁହେଁ, ବିତ୍ୟୁତ୍ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମୁଖ୍ୟାଳୟସ୍ଥିତ ଏକାମ୍ର…

Read More