ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ

ରାଜ୍ୟ ବାର କାଉନସିଲ ନିର୍ବାଚନରେ ବିଭୁ ତ୍ରିପାଠୀ ନିର୍ବାଚିତ #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓଡ଼ିଶା ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥ ବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା ଶ୍ରୀ ତ୍ରିପାଠୀ ତାଙ୍କର ବିଜୟ ରାଜ୍ୟର ସ୍ୱାଭିମାନୀ ଆଇନଜୀବୀମାନଙ୍କ ବିଜୟ ବୋଲି କହିଛନ୍ତି । ରାଜ୍ୟରେ…

Read More

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଦ’ ବିଆଇପିଏଫ ସ୍କୁଲ ଆନୁକୂଲ୍ୟରେ ଗଣିତ ଓ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ସହ ଗଣିତ ଚାତୁରୀ ପ୍ରଦର୍ଶିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ଭୂୟାଁ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ନମଶ୍ରୀ ପତି ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଏହିଭଳି ଜିଜ୍ଞାସା ମନୋବୃତ୍ତି ରଖି ଭବିଷ୍ୟତରେ…

Read More

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ ବରଗଡ(ଏନ୍‌.ଏମ୍‌.): ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟିଲି ବିଧାନସଭାର ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୫ଟା ସମୟରେ ତାଙ୍କ ଅତାବିରା ବାସଭବନରେ ପରଲୋକ ହୋଇଯାଇଛି । ମୁତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ତେବେ ସେ ୧୯୯୦ମସିହାରେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ସେ ଜନତା ଦଳରୁ ଟିକଟ ପାଇ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ ।…

Read More

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ

ଭାରତରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ପରିବର୍ତ୍ତନ, ବଦଳିବ ଆଇପିସି, ସିଆରପିସି ଓ ଆଇଇଏ #ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ୧୬୦ ବର୍ଷର ବ୍ରିଟିଶ ଆଇନରେ ହେବ ଆମୁଳଚୂଳ ପରିବର୍ତ୍ତନ । ଏଥର ହଟିବ ଆଇପିସି, ସିଆରପିସି ଆଇଇଏ ଆଇନ । ଭାରତୀୟ ଦଣ୍ଡବିଧି ଆଇନର ସ୍ୱରୂପ ବଦଳିବ । ଆଜି ସଂସଦର ଶେଷ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏ ସଂକ୍ରାନ୍ତୀୟ ବିଲ୍ ଆଗତ କରିଛନ୍ତି । ଶ୍ରୀ ଶାହ…

Read More

ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ #odisha #millet #mission

ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପାରିକ ମାଣ୍ଡିଆର ଚାରିଗୋଟି ମାଣ୍ଡିଆ ଭୂ-ପ୍ରଜାତି ଜାରି ବିହନ ପ୍ରଣାଳୀର ପାରମ୍ପାରିକ ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର…

Read More

ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ

ସାରା ରାଜ୍ୟରେ ପିଇଓ ମାନଙ୍କ ଆନ୍ଦୋଳନ: କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ରସୁଲପୁର ପି.ଇ.ଓ. ସଂଘ ଯାଜପୁର(ଏନ୍‌.ଏମ୍‌.): ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ । ସଂଘର କର୍ମକର୍ତ୍ତା ମାନେ ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିରୀ କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ମୁତାବକ ଜନ୍ମ ଠାରୁ ମୃତ୍ୟୁ ପ୍ରର୍ଯ୍ୟନ୍ତ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ସମସ୍ତ…

Read More