ରାଜ୍ୟସ୍ତରୀୟ ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି
ରାଜ୍ୟସ୍ତରୀୟ ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି #ଭୁବନେଶ୍ୱର (ଏନ୍.ଏମ୍.): ମିଳିତ ଜାତି ସଂଘ ତରଫରୁ ସମଗ୍ର ବିଶ୍ୱରେ ବିଶ୍ୱ ମୂଳନିବାସୀ ଦିବସ ପାଳନ କରିବାକୁ ଯାଉଥିବା ବେଳେ ଭାରତ ବର୍ଷରେ ମୂଳନିବାସୀଙ୍କ ସମାଜର ଅସ୍ଥିତ୍ୱ ନଷ୍ଟ କରିବା ପାଇଁ ପ୍ରୟାସ ଜାରୀ ରହିଛି । ସମସ୍ତ ସଂଗଠନକୁ ସାଙ୍ଗରେ ନେଇ ମୂଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା ସାକାରତ୍ମକ ଢଙ୍ଗରେ ସାମାଜିକ ଜନ ବିପ୍ଲବ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛି । ଏଭଳି ପରିସ୍ଥିତିରେ…
