ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମହା ବିଭ୍ରାଟ: ଦୋଷୀଙ୍କ ଗିରଫ ଦାବି କଲା ଆମ୍ବେଦକର ସ୍ମୃତି ପରିଷଦ #କଟକ(ଏନ୍.ଏମ୍.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେବା ବେଳେ ଯେଉଁଭଳି ଭାବେ ଅନ୍ଧାର ହୋଇଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ରାଷ୍ଟ୍ରପତିଙ୍କ ଭଳି ଜଣେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ଏଭଳି ଅବହେଳା କ୍ଷମଣୀୟ ନୁହେଁ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଏସବୁକୁ ଯାଞ୍ଚ କରାଯାଇଥିଲା କି ନାହିଁ ତାହାକୁ…
