ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍ଯାପିତ
ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍ଯାପିତ #କଟକ(ଏନ୍.ଏମ୍.): ସିଡିଏ ସେକ୍ଟର-୯ ସ୍ଥିତ ମା’ଦୁର୍ଗା ମଣ୍ଡପ ଠାରେ ଭାଗବତ ପୂଜନ, ପାରାୟଣ ଓ ପ୍ରବଚନ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଉଦ୍ଯାପିତ ହୋଇଯାଇଛି । ସୁବୋଧ କୃଷ୍ଣ ମିଶନର ପ୍ରମୁଖ ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ମହାରାଜ ସପ୍ତାହ ବ୍ୟାପୀ ପ୍ରବଚନ ମାଧ୍ୟମରେ ଆର୍ଶୀବଚନ ପ୍ରଦାନ କରିଥିଲେ । ସୁବୋଧକୃଷ୍ଣ ମିଶନର ରାଜ୍ୟ ଲୋକସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ ଅତିଥି ଆମନ୍ତ୍ରଣ…
