ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ +୨ ଅଧ୍ୟୟନ ନେଇ ଅନିଶ୍ଚିତତାରେ ଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ +୨ କଲେଜର ଅଭାବ ଦୃଷ୍ଟିରୁ ଏଥର ପଢ଼ିବା ପାଇଁ ସିଟ ମିଳିବ କି ନାହିଁ ଆଶଙ୍କାରେ ଥିବାବେଳେ ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟ ସରକାର…

Read More

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି । ବିଭିନ୍ନ ଶୈବ ପୀଠ ମାନଙ୍କରେ…

Read More

ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ସ୍ଥାୟୀ ଘର ଦାବିରେ ସିଏମସି ସମ୍ମୁଖରେ ବିକ୍ଷୋଭ

ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ସ୍ଥାୟୀ ଘର ଦାବିରେ ସିଏମସି ସମ୍ମୁଖରେ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ସହାୟତା ଓ ପଟ୍ଟା ସହ ସ୍ଥାୟୀ ଘର ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚରଲ ଆବାହକ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ବସ୍ତି ନେତା ଦିପକ ଦାସ, ବିଷ୍ଣୁ ନାୟକ, ସିପ୍ରା ମହାନ୍ତି, ସାଗର ଘଡାଇ,…

Read More

ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ପୁଣି ୩ ନୂଆ ମନ୍ତ୍ରୀ

ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ପୁଣି ୩ ନୂଆ ମନ୍ତ୍ରୀ ମିଳିଲା ବିକ୍ରମଙ୍କୁ ଅର୍ଥ, ସାରଦାଙ୍କୁ ଶ୍ରମ ଓ ସୁଦାମଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏବେ ବି ବାଚସ୍ପତି ଅସ୍ପଷ୍ଟ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ଭଞ୍ଜନଗରର ୬ଥର ବିଧାୟକ ୬୧ବର୍ଷୀୟ ବିକ୍ରମ କେଶରୀ ଆରୁଖ, ରାଉରକେଲାର ୩ଥର ବିଧାୟକ ୫୫ବର୍ଷୀୟ ସାରଦା ପ୍ରସାଦ ନାୟକ ଓ…

Read More

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ନିମନ୍ତେ ଫୋରମ ଅଫ ଏକାଡେମିକ ଏବଂ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ପ୍ରେରଣା ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ସହ ସମ୍ପୂର୍ଣ୍ଣ ଆଠଗଡ଼ର ଗର୍ବ ଗୌରବ ବୃଦ୍ଧି କରିବାର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ହାତରେ ରହିଛି…

Read More

କିଶୋର କ୍ଲବର ୬୨ତମ ବାର୍ଷିକ ଉତ୍ସବ: ୨ରାତି ନାଟକ ମଞ୍ଚସ୍ଥ

କିଶୋର କ୍ଲବର ୬୨ତମ ବାର୍ଷିକ ଉତ୍ସବ: ୨ରାତି ନାଟକ ମଞ୍ଚସ୍ଥ #ଜଗତପୁର (ଏନ୍‌.ଏମ୍‌.): ଜଗତପୁର ନିମପୁର କିଶୋର କ୍ଲବର ୬୨ତମ ବାର୍ଷିକ ଉତ୍ସବ ବହୁଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସିଏମସି ମେୟର ସୁବାଷ ସିଂ ଯୋଗଦେଇ ଉଦଘାଟନ କର କଳା ସଂସ୍କୃତି ମାଧ୍ୟମରେ ଭାଇଚାରା ସମୃଦ୍ଧ ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ୪୮…

Read More

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ -ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୋଡି ହୋଇଥିବା ଯୁବବର୍ଗଙ୍କ ଅନୁଭବରୁ ଯେଉଁ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିଛି ତାହା ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ । ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି । ଏହା ଯୁବଶକ୍ତିଙ୍କୁ ଆମ…

Read More

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ: କଂଗ୍ରେସ

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ: କଂଗ୍ରେସ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଦ୍ଧିତ କରି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ ହୋଇଯାଇଛି କହିଥିଲେ । ଗତକାଲି ଆରବିଆଇ ୨ହଜାର ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି ।…

Read More

କାଳ ବୈଶାଖୀରେ ବସ୍ତି ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ ମେୟର, ବିଧାୟକ ଓ କମିଶନର

କାଳ ବୈଶାଖୀରେ ବସ୍ତି ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ ମେୟର, ବିଧାୟକ ଓ କମିଶନର #କଟକ(ଏନ୍‌.ଏମ୍‌.): ଗତକାଲି କାଳବୈଶାଖୀ ଯୋଗୁଁ କଟକ ସହରରେ ପ୍ରଭୁଦ କ୍ଷତି ଘଟିଛି । ରାସ୍ତାଉପରେ ଗଛଗୁଡ଼ିକ ଭାଙ୍ଗି ପଡ଼ିବା ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇ ଯାଇଥିଲା । ଫଳରେ ଗଛ ଡାଳ ଆଦି କାଟି ରାସ୍ତାଘାଟ ସ୍ୱାଭାବିକ କରିବା ପାଇଁ ବହୁ ବିଳମ୍ବ ଲାଗିଥିଲା । ଏପରିକି ଗତକାଲି ସଂଧ୍ୟା ଠାରୁ ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା…

Read More

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ଏଏସଓ ପରୀକ୍ଷା ମେରିଟ ଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଛନ୍ତି । ପୂରା ଜଜମେଣ୍ଟ କପି ଆସିବା…

Read More

ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ମିଟ ପୁରୀରେ ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ

ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ମିଟ ପୁରୀରେ ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ #ଭୁବନେଶ୍ୱର(ଏନ୍‌.ଏମ୍‌.) : ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱର ହୋଟେଲ ନ୍ୟୁ ମ୍ୟାରିଅନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆସୋସିଏସନର ରାଷ୍ଟ୍ରୀୟ ସଭାପତି ସୟଦ ଶାମେଲ ଅହମ୍ମଦ ସୂଚନା ଦେଇଛନ୍ତି କହିଛନ୍ତି ଯେ, ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଦଶମ ଜାତୀୟ ପରିଷଦ ମିଟ୍…

Read More

ରଥଯାତ୍ରା ପ୍ରସ୍ତୁତି ବୈଠକ: ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରହିବ- ମନ୍ତ୍ରୀ

ରଥଯାତ୍ରା ପ୍ରସ୍ତୁତି ବୈଠକ: ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରହିବ- ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସଂପର୍କରେ ଆଜି ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରଥଯାତ୍ରା ସମୟରେ ଯେପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରହେ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦେବ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିଲେ ବି…

Read More