ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍
ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍ #କଟକ(ଏନ୍.ଏମ୍.): ସ୍ଥାନୀୟମଙ୍ଗଳାବାଗ ନିକଟସ୍ଥ ମିର କମଲପାଟଣାର ଅହମଦୀୟା ମୁସଲିମ ମିଶନରେ ଖିଲାଫତ୍ ଦିବସ ପାଳିତ ହୋଇଛି । ଏହି ସମ୍ମିଳନୀରେ ପୂର୍ବତନ ସଭାପତି ସୟଦ ତାହିର ଅହମଦ କଲିମ ପୌରହିତ୍ୟ କରିଥିଲେ । ସର୍ବ ପ୍ରଥମେ ସୟଦ ତାହିର ଅହମଦ ପବିତ୍ର କୋରାନ ପାଠ କରିଥିଲେ । ଉର୍ଦ୍ଦୁ ନଜମ ସୟଦ ୟହିୟା ଅହମଦ ପରିବେଷଣ କରିଥିଲେ…
