କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ
କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ #କଟକ/ଜଗତପୁର(ଏନ୍.ଏମ୍.): ମହାନଦୀରେ ଉଦବେଗଜନକ ଭାବେ ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ଏଥିନେଇ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ଜଳବିବାଦ ଲାଗିରହଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟାଧୀଶ ଏଏମ ଖାନୱିଲକର ଏବଂ ନ୍ୟାୟାଧୀଶ ଇନ୍ଦରମିତ କଉର କୋଚର, ନ୍ୟାୟାଧୀଶ ଏ.କେ. ପାଠକ ଏବଂ ତଥା ସଦସ୍ୟ-ସଦସ୍ୟାମାନଙ୍କ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି କ୍ଷେତ୍ର ପରିଦର୍ଶନ…
