ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି
ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି #କଟକ(ଏନ୍.ଏମ୍.): ରାଜ୍ୟର ପ୍ରାୟ ପ୍ରତ୍ୟେକ ଶୈବପୀଠରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ବିଶେଷ କରି ଏହି ପର୍ବଟି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ ପାଳନ ହୋଇ ଆସୁଛି । ପ୍ରତ୍ୟେକ ଶୈବ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ…
