୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଡିସେମ୍ବର ୨୩ ସୁଦ୍ଧା ଉତ୍କେଲା ବିମାନ ଘାଟି ରନୱେ ସମ୍ପ୍ରସାରଣ ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିର ଓ ଆଶାସାଗର ର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତ କରିଛନ୍ତି । ପ୍ରଥମ ଦିନରେ ଉତ୍କେଲା, ମଦନପୁର…

Read More

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ୍

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ #କଟକ(ଏନ୍‌.ଏମ୍‌.): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଅଦାଲତ ଏହି ମାମଲାରେ ମେରିଟ୍ ଲିଷ୍ଟ୍ ପ୍ରକାଶନ ଉପରେ ରୋକ୍ ଲଗାଇଛନ୍ତି । ଅଦାଲତଙ୍କ ବିନା ଅନୁମତିରେ ଏହି ଲିଷ୍ଟ୍ ପ୍ରକାଶ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ଦୁଇ…

Read More

କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ #କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର କୋଣ ଅନୁକୋଣରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ରଖିବା ସହ ନବ ବସ୍ତ୍ର ପରିଧାନ ପୂର୍ବକ ବିଭିନ୍ନ ଫଳମୂଳ ଧରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରୌପ୍ୟନଗରୀ କଟକ ଓ ଅର୍କ କ୍ଷେତ୍ର କୋଣାର୍କରେ ବିଭିନ୍ନ କିନ୍ନର ସଂଗଠନ ପକ୍ଷରୁ ସାମୁହିକ…

Read More

ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବିରେ ବିକ୍ଷୋଭ: ପାରମ୍ପରିକ ନାଚଗୀତରେ ଦୁଲୁକିଲା ଆଠଗଡ଼

ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବିରେ ବିକ୍ଷୋଭ: ପାରମ୍ପରିକ ନାଚଗୀତରେ ଦୁଲୁକିଲା ଆଠଗଡ଼ #ଆଠଗଡ଼(ଏନ୍‌.ଏମ୍‌.): ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ସହିତ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ଦାବି ରଖି ରାଜ ରାସ୍ତାକୁ ଓହ୍ଲାଇଲେ ଏହି ସମ୍ପ୍ରଦାୟର ଶତାଧିକ ଅଧିବାସୀ । ସେପଟେ ନିଜର ନାର୍ଯ୍ୟ ହକ ପାଇଁ ବ୍ଲକ ସମ୍ମୁଖରେ ବସିଲେ ଗଣଧାରଣା । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ…

Read More

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ନିଜର ଅସ୍ମିତା ଜାହିର କରିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସାଧୁସୁନ୍ଦର ବିଦ୍ୟାପୀଠ । ମହାତ୍ମା ସାଧୁସୁନ୍ଦରଙ୍କ ନାମରେ ସ୍ଥାପିତ ଏହି ବିଦ୍ୟାଳୟ ଅଞ୍ଚଳର ଶିକ୍ଷାୟତନ କ୍ଷେତ୍ରରେ ପୁଷ୍କରିଣୀ ମଧ୍ୟରେ ଦିପିଦାଣ୍ଡି ସଦୃଶ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ଏବେ ଶତପ୍ରତିଶତ ମାଟ୍ରିକ…

Read More

ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ’

ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ଦ୍ୱାରା ନିର୍ମିତ “ଅଧୁରା ପ୍ରେମ କାହାଣୀ’ ଆସନ୍ତା ଜୁନ ମାସ ୨୩ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଯୋଜକ ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶଙ୍କ ମିଳିତ ଉଦ୍ୟମରେ ଚଳଚ୍ଚିତ୍ରଟି ସମ୍ପୁର୍ଣ୍ଣ ହୋଇଛି । ନିର୍ଦ୍ଦେଶକ ନିରଞ୍ଜନ ବାରିକ ଓ ସହ ନିର୍ଦ୍ଦେଶକ ଆଶୁତୋଷ ଦାସ (ବାବୁଦା)ଙ୍କ ପରିଶ୍ରମରେ ଚଳଚ୍ଚିତ୍ରଟି ନିହାତି…

Read More

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର: ମୁଖ୍ୟ ଅଭିଯୁକ୍ତ ଗତକାଲି ଗିରଫ, ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର: ମୁଖ୍ୟ ଅଭିଯୁକ୍ତ ଗତକାଲି ଗିରଫ, ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ #କଟକ(ଏମ.ଏମ୍‌.): ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ବିସ୍ଫୋରଣ ଯୋଗୁଁ ତାଙ୍କ ଶରୀରର…

Read More