ଆଇପିଏଲ: କ୍ଲସେନଙ୍କ ଶତକ ବ୍ୟର୍ଥ: କୋହଲିଙ୍କ ଶତକ, ଟପ୍-୪ରେ ଆରସିବି
ଆଇପିଏଲ: କ୍ଲସେନଙ୍କ ଶତକ ବ୍ୟର୍ଥ: କୋହଲିଙ୍କ ଶତକ, ଟପ୍-୪ରେ ଆରସିବି #ହାଇଦ୍ରାବାଦ(ଏନ୍.ଏମ୍.): ବିରାଟ କୋହଲିଙ୍କ ଶତକ ଓ ଅଧିନାୟକ ଫାଫ ଡୁପ୍ଲେସି ଅର୍ଦ୍ଧଶତକ ଜରିଆରେ ଆଇପିଏଲର ୬୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବିଜୟୀ ହୋଇଛି । ଏଥିସହିତ ଆରସିବି ପଏଣ୍ଟ ଟେବଲର ୪ର୍ଥ ସ୍ଥାନରେ ପହଞ୍ଚିବା ସହ ପ୍ଲେ ଅଫରେ ଦୌଡ଼ରେ ସାମିଲ ହୋଇଛି । ଆସନ୍ତା ୨୧ତାରିଖରେ ଆରସିବି ଅନ୍ତିମ ଲିଗ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ଭେଟିବ । ଏହି ମ୍ୟାଚ ଆରସିବିର ପରବର୍ତ୍ତୀ…
