ଆଇପିଏଲ: ଏଲଏସଜି ଠାରୁ ହାରିଲା ମୁମ୍ବାଇ
ଆଇପିଏଲ: ଏଲଏସଜି ଠାରୁ ହାରିଲା ମୁମ୍ବାଇ #ଲକ୍ଷ୍ନୌ(ଏନ୍.ଏମ୍.): ଆଇପିଏଲର ୬୩ତମ ମ୍ୟାଚରେ ଆଜି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିଜୟୀ ହୋଇଛି । ଏହି ମ୍ୟାଚରେ ଏଲଏସଜି ମାତ୍ର ୫ରନରେ ମୁମ୍ବାଇକୁ ମାତ ଦେଇଛି । ଯାହାଫଳରେ ଏଲଏସଜି ଟପ ୩ରେ ପହଞ୍ଚି ଥିବାବେଳେ ମୁମ୍ବାଇ ୪ର୍ଥ ସ୍ଥାନକୁ ଖସି ଆସିଛି । ଏହି ମ୍ୟାଚରେ ଏଲଏସଜି ପ୍ରଥମେ ବ୍ୟାଟିଂ କରି ୧୭୭ରନ କରିଥିବାବେଳେ ମୁମ୍ବାଇ ୧୭୨ରନରେ ସୀମତ ରହିଥିଲା । ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ…
