‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ

‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚିତ #ଭୁବନେଶ୍ୱର(ଏନ୍‍.ଏମ୍‍.) : ସାମାଜିକ କର୍ମୀ ମୁରଲୀଧର ରଥଙ୍କ ଜୀବନୀ ଉପରେ ଜ୍ଞାନରଞ୍ଜନ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଜୀବନ ସଉଦା’ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ନଟବର ବାରିକ, ଅଧ୍ୟାପକ ସଂଗ୍ରାମ…

Read More

ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା

ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା #କଟକ ସଦର(ଏନ୍‌.ଏମ୍‌.): ରଘୁନାଥପୁର ବ୍ଲକ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କ ଅଧୀନରେ ଥିବା ସ୍ଥାନୀୟ କଟକ ସଦର ବ୍ଲକ ପ୍ରହରାଜପୁର ପଞ୍ଚାୟତବାସୀ ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ଯୋଗୁଁ ଅତିଷ୍ଟ ହୋଇ ପଡିଲେଣି । ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ଆଜି ଉପଭୋକ୍ତାମାନେ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଆସନ୍ତା ସାତଦିନ ମଧ୍ୟରେ ବିଦ୍ୟୁତ ବିଭାଗ ଉପଯୁକ୍ତ…

Read More

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର-୯ ସ୍ଥିତ ମା’ଦୁର୍ଗା ମଣ୍ଡପ ଠାରେ ଭାଗବତ ପୂଜନ, ପାରାୟଣ ଓ ପ୍ରବଚନ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ସୁବୋଧ କୃଷ୍ଣ ମିଶନର ପ୍ରମୁଖ ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ମହାରାଜ ସପ୍ତାହ ବ୍ୟାପୀ ପ୍ରବଚନ ମାଧ୍ୟମରେ ଆର୍ଶୀବଚନ ପ୍ରଦାନ କରିଥିଲେ । ସୁବୋଧକୃଷ୍ଣ ମିଶନର ରାଜ୍ୟ ଲୋକସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ ଅତିଥି ଆମନ୍ତ୍ରଣ…

Read More

ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ!

ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ! #ରାଇରଙ୍ଗପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ ଜନସାଧାରଣ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ପଞ୍ଚାୟତରେ ଅଂଶୁଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୀତିଲତା ଗ୍ରାମର ଅଜୟ…

Read More

କଟକ ରିଟେଲ ଡିଲର୍ସଙ୍କ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ ୧୮ରେ

କଟକ ରିଟେଲ ଡିଲର୍ସଙ୍କ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ ୧୮ରେ #କଟକ(ଏନ୍‌.ଏମ୍‌.): ଗରିବ ଲୋକମାନଙ୍କୁ ଭୋକିଲା ପେଟରେ ନରଖିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଚଳାଇଛନ୍ତି । ଗରିବ ଲୋକମାନଙ୍କୁ ୧ଟଙ୍କାରେ ଚାଉଳ ଗହମ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି । ହେଲେ ସରକାରଙ୍କ ଏହି ଯୋଜନାକୁ ସଫଳ ରୂପାୟନ କରିବା ପାଇଁ କାର୍ଯ୍ୟକରୁଥିବା ରିଟେଲ ଡିଲର୍ସମାନଙ୍କ ପ୍ରତି ସରକାରୀ ଅବହେଳା ଦୁର୍ଭାଗ୍ୟଜନକ ବୋଲି ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ଅଭିଯୋଗ…

Read More

ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି. ବ୍ରଦର୍ସ

ମାଲଗୋଦାମ ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଡି. ବ୍ରଦର୍ସ #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲା ଆଜି କଟକ ଜିଲ୍ଲା କୋର୍ଟରେ ବିଚାର ହୋଇଛି । ଏହି ମାମଲାରେ ଛନ୍ଦି ହୋଇଥିବା ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏଥିସହ ସହଯୋଗୀ ଆରିଫ୍ ଖାଁକୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରା ଜଜ୍ । ତଥ୍ୟ…

Read More

୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍‌ଯାପିତ

୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍‌ଯାପିତ କେରଙ୍ଗ ସର୍ବଧର୍ମ ସମ୍ମିଳନୀ ଦେଶରେ ଭାଇଚାରାକୁ ପ୍ରୋତ୍ସାହନ ଦେବ : ସୁର ରାଉତର #ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ୫୬ତମ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍‌ଯାପିତ ହୋଇଛି । ଏହି ଅଧିବେଶନରେ ଅଖିଳ ଭାରତ ଅହମଦୀୟା ମୁସଲିମ ସଂଗଠନ ଇସଲାହ ଓ ଇରଶାଦ ବିଭାଗର ଉପସଚିବ ମୌଲାନା ଅବ୍ଦୁଲ ଓକିଲ ନିଆଜ ପୌରୋହିତ୍ୟ କରିଥିଲେ । ସର୍ବପ୍ରଥମେ ସୈଫୁର ଅହମ୍ମଦ ପବିତ୍ର…

Read More

କିମ୍‌ସରେ ବିଶ୍ୱ ମାତୃ ଦିବସ

କିମ୍‌ସରେ ବିଶ୍ୱ ମାତୃ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ । ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ । ରବିବାର କିମ୍‌ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ ଅବସରରେ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହା କହିଛନ୍ତି । କିମ୍‌ସ ପରିସରରେ ମାଇଁ ମଦର…

Read More