ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ

ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ କଟକ(ଏନ୍‌.ଏମ୍‌.): ଆଜି ଅପରାହ୍ନରେ ବିଶିଷ୍ଟ ରାଜନେତା ତଥା ପିସିସି ପୂର୍ବତନ ମୁଖପାତ୍ର ଅଶୋକ ସାମଲଙ୍କ ପରଲୋକ ହୋଇଯାଇଛି । ସ୍ଥାନୀୟ ତେଲେଙ୍ଗା ବଜାର ସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି । ସେ ଜଣେ ଦୃଢ଼ ସଂଗଠକ ଓ ଅମାୟିକ ବନ୍ଧୁ ବଚ୍ଛଳ ବ୍ୟକ୍ତିତ୍ୱ ଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ…

Read More

ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ

ନାର୍ଯ୍ୟ ଦାବିପୂରଣରେ ବୈମାତୃକ ମନୋଭାବ ପ୍ରତିବାଦରେ ବିଦ୍ୟୁତ ଇଞ୍ଜିନିୟରଙ୍କ ମହମବତୀ ଶୋଭାଯାତ୍ରା: ୧୫ରୁ ରିଲେ ଅନଶନ ପାଇଁ ଚେତାବନୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ବର୍ଷ ବର୍ଷ ଧରି ଅବହେଳା ଓ ଉପେକ୍ଷାର ଶିକାର ହୋଇ ଆସୁଥିବା ବିଦ୍ୟୁତ୍ ଇଞ୍ଜିନିୟର ଓ ଅଫିସରଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି । ଦୁଇ ସପ୍ତାହ ଧରି ଐତିହାସିକ ଅବିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ଗ୍ରିଡ ସବଷ୍ଟେସନ, ରାଜ୍ୟ ବିଦ୍ୟୁତ୍ ଭାଗ କେନ୍ଦ୍ର ଓ ସମସ୍ତ ଅଫିସ ସମ୍ମୁଖରେ…

Read More

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ତାଙ୍କ ଜୀବନରେ ଅନ୍ଧକାର ଘୋଟିଆସି ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ମଧୁମେହ ରୋଗରେ ଆକ୍ରାନ୍ତ ହେଲା ପରେ ତାଙ୍କ ବାମ ଗୋଡ଼ର ହାଡ଼ ଦୁର୍ବଳ…

Read More