ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ

ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ #କଟକ ସଦର (ଏନ୍‌.ଏମ୍‌.): ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ । ଏଭଳି ଘଟଣା ଦେଖିବାକୁ ମିଳିଛି କିଶୋର ନଗର ଥାନା ଅଧିନସ୍ଥ କଟକ ପାରାଦ୍ୱୀପ ରାଜ୍ୟ ରାଜପଥର ସ୍ଥାନୀୟ ଗଡ଼ମା ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ । ସ୍ଥାନୀୟ ବିଶ୍ୱନାଥ ମାର୍କେଟ କମ୍ପେ୍ଲକ୍ସରେ ଆକ୍ସିସ ଏଟିଏମ୍‌କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।…

Read More

କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ

କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ #କଟକ(ଏନ୍‌.ଏମ୍‌.): କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ନେଇ କର୍ଣ୍ଣାଟକରେ କଂଗ୍ରେସ କରିଥିବା ନିର୍ବାଚନୀ ଘୋଷଣାକୁ କଟକରେ ତିବ୍ର ବିରୋଧ କରାଯାଇଛି । କଂଗ୍ରେସର ଏଭଳି ହୀନ କାର୍ଯ୍ୟକୁ ବିରୋଧରେ ସାରା ଦେଶରେ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଡଗରପଡ଼ାସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିସା କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ…

Read More

କଟକ କଲେକ୍ଟୋରେଟ ଅଣଗେଜେଟେଡ଼ ଷ୍ଟାଫକମିଟି କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

କଟକ କଲେକ୍ଟୋରେଟ ଅଣଗେଜେଟେଡ଼ ଷ୍ଟାଫକମିଟି କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ #କଟକ(ଏନ୍‌.ଏମ୍‌.): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ନବନିର୍ବାଚିତ କଲେକ୍ଟୋରେଟ ଅଣଗେଜେଟେଡ଼ ଷ୍ଟାଫକମିଟିର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଷ୍ଟାଫକମିଟି ପକ୍ଷରୁ କାର୍ଯ୍ୟାଳୟରେ ଅନ୍ତତଃ ସପ୍ତାହରେ ଗୋଟିଏ ଦିନ ସ୍ୱଚ୍ଛତା ଅଭିଯାନ ସଂଗଠିତ କରାଯାଉ । ଯାହାଫଳରେ କାର୍ଯ୍ୟାଳୟର ପ୍ରତ୍ୟେକ ସ୍ଥାନ ପରିଷ୍କାର ପରିଚ୍ଛନ ରହିବା ସହ ଏହା ଏକ…

Read More

ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ଜନ୍ମତ୍ସୋବରେ ବିଶ୍ୱକଲ୍ୟାଣ ମହାଯଜ୍ଞ

ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ଜନ୍ମତ୍ସୋବରେ ବିଶ୍ୱକଲ୍ୟାଣ ମହାଯଜ୍ଞ #ସାଲେପୁର(ଏନ୍‌.ଏମ୍‌.): ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ଗ୍ରାମର ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ଜନ୍ମତ୍ସୋବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱକଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂସାରରୁ କାମ, କ୍ରୋଧ, ଲୋଭ ମୋହ ଆଦି ଷଡରିପୁକୁ ଦୂର କରିବା ସହ ସାତ୍ତ୍ୱିକ ତଥା ନିରୋଗ କାମନା କରାଯିବା ସହ ବିଶ୍ୱର କଲ୍ୟାଣ ନିମନ୍ତେ ତ୍ରି ଦିବସୀୟ ଘୃତଯଜ୍ଞ, ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦି ଆୟୋଜନ…

Read More

ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ପରିସରରେ ଥିବା ସେମିନାର ଗୃହରେ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛଅଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୬ ଜଣ ନିପୁଣ ଶିଳ୍ପୀ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟକ୍ଷ ଭାବେ…

Read More

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ ଆର.ଆଇ.ଇ. ଭୁବନେଶ୍ୱର ଠାରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ…

Read More

ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ

ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ ପୁରୀ(ଏନ୍‌.ଏମ୍‌.): ଚଳିତ ମାସ ୩୦ତାରିଖରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ୨୧ତମ ଜାତୀୟ ଲୋକମେଳା ଓ ୧୪ ତମ କୃଷିମେଳା ଅନୁଷ୍ଠିତ ହେବ । ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ଏହି ମେଳାରେ ଭାରତବର୍ଷର ବିଭିନ୍ନ ପ୍ରଦେଶର ତିନିଶହ କଳାକାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହେ ଜଣ କଳାକାର ଯୋଗଦେବା ସହ ପାଞ୍ଚଦିନ ବ୍ୟାପି ଏହି ଜାତୀୟ…

Read More

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ ନୂଆଦିଲ୍ଲୀ(ଏଜେନ୍ସି): ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ୨ଥର ବୋମା ମାଡ଼ ହୋଇଥିବା ବେଳେ ଏହାର କାରଣ ଓ ଏହା ପଛରେ ଥିବା ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ୍ । ତେଣୁ ଏହି ଘଟଣାର ତଦନ୍ତ ଏନଆଇଏ ଟିମ୍ କରିବ । ଏନଆଇଏ ଟିମ୍ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି । ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ…

Read More

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି

କଳାହାଣ୍ଡିରେ ନକ୍ସଲ ଆତଙ୍କ: ପୁଲିସ ସହ ଗୁଳି ବିନିମୟ, ଟଳିପଡ଼ିଲେ ୩ ନକ୍ସଲ, ଆହତହେଲେ ସିଆରପିଏଫ ଡିଏସପି ଭବାନୀପାଟଣା(ଏନ୍‌.ଏମ୍‌.): କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ କରିଥିଲା । ଆଉ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଗୁଳିର ଜବାବ ଦେଇ ପୁଲିସ ମଧ୍ୟ ଚଳାଇଥିଲା ଗୁଳି । ଏଥିରେ ୩…

Read More

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା

ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା #କୋଲକାତା(ଏନ୍‌.ଏମ୍‌.): ପ୍ରଥମେ ରାନା ପରେ ରସଲ ଓ ଶେଷରେ ରିଙ୍କୁଙ୍କ ଚମକଦାର ପ୍ରଦର୍ଶନରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ହରାଇ ଦେଇଛି । ୧୮୦ରନର ବିଜୟ ଲକ୍ଷ୍ୟ ପିଚ୍ଛା କରି କୋଲକାତା ଅଧିନାୟକ ନିତିଶ ରାଣାଙ୍କ ୫୧ରନ ଜରିଆରେ ୧୮ ଓଭରରେ ୪ ୱିକେଟ ହରାଇ ୧୫୪ରନ କରିଥିଲା । ବିଜୟ ପାଇଁ ଦଳକୁ ଶେଷ ୧୨ବଲରେ ୨୬ରନ…

Read More