ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ
ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ #ଚେନ୍ନାଇ(ଏନ୍.ଏମ୍.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଷଷ୍ଠ ବିଜୟ ହାସଲ କରିଛି । ହୋମ ଗ୍ରାଉଣ୍ଡରେ ଚେନ୍ନାଇ ଦଳ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସମ୍ମୁଖରେ ୧୪୦ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଚେନ୍ନାଇ ଏହି ଟର୍ଗେଟକୁ ୧୭.୪ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରି ନେଇଥିଲା ।…
