ଆଇପିଏଲ: ଚମକିଲେ ସୂର୍ଯ୍ୟ ଓ କିଶାନ, ପଞ୍ଜାବର ୨୧୪ରନ ମୁମ୍ବାଇ ଆଗରେ ଫିକା

ଆଇପିଏଲ: ଚମକିଲେ ସୂର୍ଯ୍ୟ ଓ କିଶାନ, ପଞ୍ଜାବର ୨୧୪ରନ ମୁମ୍ବାଇ ଆଗରେ ଫିକା #ମୋହାଲି(ଏନ୍‍.ଏମ୍‍.): ଆଇପିଏଲର ୪୬ତମ ମ୍ୟାଚରେ ମୁମ୍ବାଇର ଦୁଇ ତାରକା ବ୍ୟାଟର ଈଶାନ କିଷାନ ଓ ସୂର୍ଯ୍ୟ କୁମାର ଯାଦବଙ୍କ ଚମକ ଦେଖିବାକୁ ମିଳିଛି । ଘରୋଇ ପଞ୍ଜାବର ୨୧୪ରନ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଫିକା ପଡ଼ିଛି । ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସମ୍ମୁଖରେ ୨୧୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ମୁମ୍ବାଇ ୭ଟି ବଲ ବାକି ଥାଇ…

Read More

କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ

କମିଶନରେଟ ପୁଲିସ ବିଭାଗରେ ଯୋଗ ଦେଇଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‍.ଏମ୍‍.): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ବିଭାଗରେ ଯୋଗଦାନ କରିଥିବା ନୂତନ କନଷ୍ଟେବଳମାନଙ୍କୁ ନେଇ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର-କଟକର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଡଃ ଉମାଶଙ୍କର ଦାସ, ଭୁବନେଶ୍ୱରର ଡିସିପି ପ୍ରତୀକ…

Read More

ଅଗରିଆ ସମାଜ ପାଇଁ ଅଧ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଅଗରିଆ ସମାଜ ପାଇଁ ଅଧ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ.ଏମ୍‍.): ଅଗରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ବିଭିନ୍ନ…

Read More

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ବିଜେଡିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ବିଜେଡିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ #ଭୁବେନଶ୍ୱର(ଏନ୍‍.ଏମ୍‍.): ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି । ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ମଧ୍ୟାହ୍ନରେ ଶଙ୍ଖ ଭବନରେ ଆୟୋଜିତ…

Read More

ବେଳାମାର୍ଗରୁ ଷ୍ଟ୍ରିଟ୍ ଲାଇଟ ଚୋରି: ଚିଙ୍ଗୁଡ଼ି ଘେରି ଉପରେ ପୁଲିସର ଚଢଉ, ୩ ଅଟକ, ୩ ଫେରାର୍‌

ବେଳାମାର୍ଗରୁ ଷ୍ଟ୍ରିଟ୍ ଲାଇଟ ଚୋରି: ଚିଙ୍ଗୁଡ଼ି ଘେରି ଉପରେ ପୁଲିସର ଚଢଉ, ୩ ଅଟକ, ୩ ଫେରାର୍‌ #କୋଣାର୍କ(ଏନ୍‍.ଏମ୍‍.): କୋଣାର୍କ -ପୁରୀ ବେଳାମାର୍ଗର ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମଧ୍ୟରେ ଥିବା ୫୦ଟି ଷ୍ଟ୍ରିଟ୍ ଲାଇଟ୍ ଚୋରି ଘଟଣାର ତଦନ୍ତକରି କୋଣାର୍କ ପୁଲିସ ରାମଚଣ୍ଡୀ ଥାନା ଅନ୍ତର୍ଗତ ବାଙ୍ଗୋର ମୌଜାର କୁଶଭଦ୍ରା ନଦୀ ପଠାରେ ଥିବା କେତେକ ଚିଙ୍ଗୁଡ଼ି ଘେରି ଉପରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଘଟଣାସ୍ଥଳରୁ ୫ଟି ଷ୍ଟ୍ରିଟ୍ ଲାଇଟ୍ ଜବତ କରିବା ସହିତ…

Read More