ମା’ଶାରଦା ଯୁବ ସଂଘ ପକ୍ଷରୁ ପ୍ରିମିୟର ଲିଗ କ୍ରିକେଟ
ମା’ଶାରଦା ଯୁବ ସଂଘ ପକ୍ଷରୁ ପ୍ରିମିୟର ଲିଗ କ୍ରିକେଟ #କଟକ(ଏନ୍.ଏମ୍.): ସ୍ଥାନୀୟ ଶିଖରପୁର ସ୍ଥିତ କୋରପୋଖରୀ ଅଞ୍ଚଳରେ ମା’ ଶାରଦା ଯୁବକ ସଂଘ ପକ୍ଷରୁ କୋରପୋଖରୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ମ୍ୟାଚରେ ୬ ଓଭର ୧୨୩ ରନର ପିଛା କରି ମା’ ଷୋଳ ପୁଅ ମା’ ଦଳ ବିନା କୌଣସି ୱିକେଟ ବିନିମୟରେ ସିଦ୍ଧିବିନାୟକ ଦଳକୁ ପରାସ୍ତ କରି ଚାମ୍ପିୟନ ହେବା ସହ ନଗଦ ୨୧ହଜାର…
