ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ
ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ [caption id="attachment_8949" align="alignnone" width="300"] News by I&PR Odisha (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଶବ୍ଦ ହେଉଛି ବ୍ରହ୍ମ । ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା । ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ…












