ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ
ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ [caption id="attachment_8613" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ପଞ୍ଚୁଦୋଳ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଠଗଡରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା…












