ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସ୍ଥାନୀୟ ନିମପୁର ଖେଳପଡ଼ିଆରେ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜୁ ପଟ୍ଟନାୟକଙ୍କ ଭଳି…

Read More

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନିଦିନ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପରେ ଆଜି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅପିଲ ପରେ ଏହି ଆନ୍ଦୋଳନ ୯୦ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ…

Read More

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର #କଟକ (ଏନ୍‌.ଏମ୍‌.): ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ପ୍ରଭାବ ଗୋଟିଏ ଦିନପରେ ଏବେ ବଜାର ଦର ଉପରେ ପଡ଼ିଛି । ବିଶେଷ କରି ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ସିଧାସଳଖ ପ୍ରଭାବ ପରିବା ମାର୍କେଟ ଉପରେ ପଡ଼ିିଛି । ଧୀରେ ଧୀରେ ବଜାରରୁ ପନିପରିବା ଖାଲି ହେବାକୁ ଲାଗିଥିବାବେଳେ ଦର ହୁ ହୁ…

Read More

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ #କଟକ/ଜଗତପୁର(ଏନ୍‍.ଏମ୍‍.): ରାଜ୍ୟସରକାରଙ୍କ ନିକଟରେ ଡ୍ରାଇଭରମାନଙ୍କ ମୌଳିକ ଅଧିକାର ପ୍ରଦାନ କରିବା ଦାବିରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩୦ଟି ଜିଲ୍ଲା ତଥା ୩୧୪ଟି ବ୍ଲକରେ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ସେହିଭଳି କଟକ ଜିଲ୍ଲାରେ ସହର ସମେତ ଜଗତପୁର, ଚୌଦ୍ୱାର, ଖୁଣ୍ଟୁଣୀ, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରାଇଭରମାନେ ଆନ୍ଦୋଳନ…

Read More

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି #କଟକ(ଏନ୍‌.ଏମ୍‌.): ଚାଷୀଙ୍କ ଠାରୁ ଧାନ କିଣିବା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ଏ.ଆଇ.କେ.ଏସ୍‌. ସହ-ବନ୍ଧିତ ଓଡ଼ିଶା କୃଷକ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ସେମାନଙ୍କୁ ପରୋକ୍ଷରେ ଅଭାବୀ ବିକ୍ରୀର ଶିକାର ହେବାକୁ ବାଧ୍ୟ କରାଉଛନ୍ତି ବୋଲି କୃଷକ ସଭା…

Read More

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା

ସିଏମସି ପକ୍ଷରୁ ୩୦ ଦୋକାନ ଉପରେ ଚଢଉ :୧୫ କେଜିରୁ ଊର୍ଦ୍ଧ୍ୱ ଗୁଟ୍‌ଖା ଜବତ, ୫ ହଜାର ଜୋରିମାନା #କଟକ(ଏନ୍‌.ଏମ୍‌.): କଟକ ସହରରେ ବ୍ୟାପକ ବେଆଇନ ଗୁଟଖା କାରବାର ଚାଲିଥିବା ନେଇ ସିଏମସି ପକ୍ଷରୁ ୩୦ରୁ ଊର୍ଦ୍ଧ୍ୱ ଦୋକାନ ଉପରେ ଚଢଉ କରାଯାଇ ପ୍ରାୟ ୧୫ କେଜିରୁ ଊର୍ଦ୍ଧ୍ୱ ଗୁଟଖା ଜବତ କରାଯିବା ସହ ସେମାନଙ୍କ ନିକଟରୁ ୫ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଛି । ଆଜି ପୂର୍ବାହ୍ନରେ ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ…

Read More

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ #ରାଇରଙ୍ଗପୁର(ଏନ୍‌.ଏମ୍‌.): ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ସମସ୍ତ ଖଣ୍ଡାୟତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଆଜିର ଯୁଗରେ ସାଧାରଣତଃ ଖଣ୍ଡାୟତ ପରିବାର ଗୁଡିକ…

Read More

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡବର

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡବର #ରାଇରଙ୍ଗପୁର(ଏନ୍‌.ଏମ୍‌.): ନିଜସ୍ୱ ମାତୃଭାଷା, ସଂସ୍କୃତି, ପରମ୍ପରା ନିର୍ଦ୍ଦିଷ୍ଠ ଜାତିର ପରିଚୟ ବହନ କରିଥାଏ । ତେଣୁ ପ୍ରତ୍ୟେକ ଆଦିବାସୀ ନିଜ ନିଜର ମାତୃଭାଷା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବାକୁ ଯତ୍ନବାନ ହେବାକୁ ପ୍ରଖ୍ୟାତ ହୋ ଭାଷା ସାହିତ୍ୟିକ ଡବର ବୁଲିଉଲି ଆହ୍ୱାନ କରିଛନ୍ତି । ସେ ପୁଣି କହିଲେ ଯେ, ନିଜର ପରିଚୟ ପ୍ରଦାନ କରୁଥିବା ହୋ ଜାତିର ସ୍ୱତନ୍ତ୍ର ଏବଂ ପ୍ରାଚୀନ…

Read More

ଟ୍ରକ ଦଲାଲ ଗିରଫ: ୨ଟି ଟ୍ରକ ଜବତ

ଟ୍ରକ ଦଲାଲ ଗିରଫ: ୨ଟି ଟ୍ରକ ଜବତ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପୁଲିସ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ଜଣେ ଟ୍ରକ ଦଲାଲକୁ ଗିରଫ କରିଛି । ଗିରଫ ଜଣକ ଜଗତପୁର ଥାନା ଅନ୍ତର୍ଗତ ବାହାଦୁଲପାଟଣାର ଅଜୟ ଦଲାଲ ବୋଲି ଜଣାପଡ଼ିଛି । ଗାଡି ସୋରୁମ ଗୁଡିକରେ ନିଲାମ ହେଉଥିବା ଟ୍ରକଗୁଡିକୁ କମ ମୂଲ୍ୟରେ କିଣି ଅଧିକ ଦରରେ ବିକ୍ରି କରୁଥିଲା ଅଜୟ । ତେବେ ସେ ଗୋଟିଏ ଗାଡି ଦେଖାଇ ଏକାଧିକ ଲୋକଙ୍କ ଠାରୁ ଅଗ୍ରୀମ…

Read More

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ ୨ ଗୁରୁତର

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ ୨ ଗୁରୁତର #ରାଇରଙ୍ଗପୁର(ଏନ୍‌.ଏମ୍‌.): ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଯାତ୍ରୀବାହୀ ବସଟି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ପ୍ରାୟ ୫୦ଜଣ ଯାତ୍ରୀଙ୍କୁ ନେଇ ଇନ୍ଦ୍ରାଣୀ…

Read More

ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ News by Padmalochan Mishra (Cuttack) #କଟକ (ଏନ୍‌.ଏମ୍‌.): ହାତୀ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିବାକୁ କହିଛନ୍ତି । ମାମଲାର ଶୁଣାଣିବେଳେ ଏଯାବତ ୧୪ ହାତୀ ମରିଥିବା ଜଏଣ୍ଟ ଟାକ୍ସଫୋର୍ସ ପକ୍ଷରୁ କୁହାଯାଇଥିବାବେଳେ ୧୪ରୁ…

Read More

ନାବାଳିକା ବଳତ୍କାର ମାମଲା, ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲା ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ: ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ ନିର୍ଦ୍ଦେଶ #କଟକ(ଏନ୍‌.ଏମ୍‌.): ମାହାଙ୍ଗା ନାବାଳିକା ବଳତ୍କାର ମାମଲାରେ କଟକର ପୋଷ୍କୋ କୋର୍ଟ ଆସାମୀ କୃଷ୍ଣଚନ୍ଦ୍ର ବିଶ୍ୱାଳକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରବା ସହ ତାକୁ ୨୦ ହଜାର ଟଙ୍କାର ଜରିମାନା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । କୋର୍ଟ ଆଇପିସିର ୩୭୬(୨)(ଏନ୍‌) ଓ ୫୦୬ ଦଫାରେ ଉପରୋକ୍ତ ଦଣ୍ଡ ବିଧାନ କରବା ସହ…

Read More