ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍
ମିଡ଼ିଆ କପ ନାମରେ ସାମ୍ବାଦିକଙ୍କୁ ଲଲିପପ୍ #କଟକ(ଏନ୍.ଏମ୍.): ସମ୍ପ୍ରତି ସମାଜରେ ବିଭିନ୍ନ ପ୍ରକାର ମିଡ଼ିଆ ନିଜର ଅସ୍ଥିତ୍ୱକୁ ସୁଦୃଢ଼ କରିଥିବାବେଳେ ଏହାକୁ ହାତବାରିସୀ କରି ବିଭିନ୍ନ ସଂସ୍ଥା, ବିଭାଗୀୟ କର୍ତ୍ତୃପକ୍ଷ ନିଜର ପତିଆରାକୁ ଜାହିର କରିବାରେ ଲାଗି ପଡ଼ିଛନ୍ତି । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ…












