ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ
ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ [caption id="attachment_8247" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): କଟକ ମହାନଗର ନିଗମରେ କାଉନସିଲ ବୈଠକ ଆରମ୍ଭରୁ କଂଗ୍ରେସ କର୍ପୋରେଟରମାନ ହଟ୍ଟଗୋଳ କରିଥିଲେ । ୩ଟି ବିଧାନସଭା ନିର୍ବାଚନକୁ ନେଇ ସିଏମସି ଗଠନ ହୋଇଛି ।…












