କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ

କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ କଟକ(ଏନ୍‌.ଏମ୍‌.): ଶାରଳା ଭବନରେ କେନ୍ଦ୍ର ସରକାରଙ୍କ “ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଯୁକ୍ତ ଭାରତର ବଜେଟ-୨୦୨୨’ ସମ୍ବନ୍ଧରେ କଟକନଗର ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ସଭା ଆରମ୍ଭରେ ଭାରତ ରତ୍ନ ଲତା ମଙ୍ଗେସକର ଙ୍କର ନିଧନରେ ଦୁଃଖ ପ୍ରକାଶ କରାଯାଇ ଶୋକ ପ୍ରସ୍ତାବ ପାରିତ ହୋଇ ନିରବ ପ୍ରାର୍ଥନା କରାଯାଇଥିଲା । କଟକନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ସଭାପତିତ୍ୱ କରି ପରିଚୟ ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ…

Read More

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର ମୁମ୍ବାଇ(ଏଜେନ୍ସି): ଆଉ ଶୁଣିବାକୁ ମିଳିବନି ଲତା ମଙ୍ଗେସକରଙ୍କ ମଧୁର ସ୍ୱରର ଝଙ୍କାର । ସବୁଦିନ ପାଇଁ ନୀରବି ଯାଇଛି ତାଙ୍କ କଣ୍ଠର ଯାଦୁ । ୯୨ ବର୍ଷରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପ୍ରିୟ ଲତା ଦିଦି । ତାଙ୍କୁ ଆଜି ଝୁରୁଛି ପୂରା ଦେଶ । ଓଡ଼ିଶା ବି ଏଥିରୁ ବାଦ୍ ପଡିନି । ଓଡ଼ିଶା ସହ ବି…

Read More

ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ

ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିର ସୁରକ୍ଷା ତଥା ଶାନ୍ତିଶୃଙ୍ଖଳାର ସହ ନିର୍ବାଚନରେ ମତଦାନ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଅଞ୍ଚଳରେ ଜଗତପୁର ଥାନା ପୁଲିସ ପକ୍ଷରୁ ଫ୍ଲଗ ମାର୍ଚ୍ଚ ଆରମ୍ଭ କରାଯାଇଛି । ଆଜି ଅପରାହ୍ନରେ ଫ୍ଲାଗ…

Read More

ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ

ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୫୩ ନମ୍ବର ୱାର୍ଡ଼ରେ ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା ସହରରେ ଚର୍ଚ୍ଚା ହୋଇଥିବାବେଳେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ଘଟଣାକୁ ନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ଫଳରେ ପୁଲିସ ଅଭିଯୁକ୍ତକୁ ଗରିଫ କରିବା ସହ…

Read More

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର କଟକ(ଏନ୍‌.ଏମ୍‌.): ବିରୂପା ନଦୀର ଜଗତପୁରସ୍ଥିତ ନିମପୁର ବସ୍ତି ନିକଟରେ ଏକ ଥଣ୍ଟିଆ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି କୁମ୍ଭୀରଟି କୂଳରେ ପହଁରୁ ଥିବାର ଦେଖି ସ୍ଥାନୀୟ ବସ୍ତି ବାସିନ୍ଦା ଏକତ୍ରିତ ହୋଇଥିଲେ । ଗତ ମାସ ୩୦ ତାରିଖରେ ଧବଳେଶ୍ୱର ନିକଟବର୍ତ୍ତି ମହାନଦୀରୁ ଏକ ୧୨ ଫୁଟ ଲମ୍ବର ବିଶାଳ କୁମ୍ଭୀର ଧରାଯାଇଥିଲା । ତେବେ ଉକ୍ତ କୁମ୍ଭୀରକୁ ପୂନର୍ବାର…

Read More

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ ଲକ୍ଷ୍ନୌ(ଏଜେନ୍ସି): ଭାରତୀୟ ସେନାର ପୋଷାକ ପିନ୍ଧି ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ କଶ୍ମୀର ଯିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେନା ପୋଷାକ ପିନ୍ଧିଥିଲେ । ତେବେ ଏହା ବିରୋଧରେ ଆଗତ ଆବେଦନର ଶୁଣାଣି କରି ଉତ୍ତର ପ୍ରଦେଶର ଗୋଟିଏ ଜିଲ୍ଲା କୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ନୋଟିସ କରିଛନ୍ତି। ଆବେଦନକାରୀ ଶୁଣାଣି ବେଳେ ଏପରି ପୋଷାକ ପରିଧାନ ଦଣ୍ଡନୀୟ ଅପରାଧ ବୋଲି…

Read More

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ

ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ କାମାକ୍ଷାନଗର(ଏନ.ଏମ୍‌.): ଦିନକୁ ଦିନ ହାତୀମାନେ ଗ୍ରାମାଭିମୁଖୀ ହେବା ସହ ବହୁ ଧନଜୀବନ କ୍ଷତି କରୁଛନ୍ତି । ଏପରିକି ଅନ୍ଧାର ରାତିରେ ତାଣ୍ଡବ ସୃଷ୍ଟି କରିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏପରିକି କାମାକ୍ଷାନଗର ଅଞ୍ଚଳରେ ବାପପୁଆ ହାତୀ ଆକ୍ରମଣର ଶିକାର ହୋଇ ପୁଅର ମୃତ୍ୟୁ ହୋଇଥିବାବେଳେ ବାପ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…

Read More

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ ପୁରୀ(ଏନ୍‌.ଏମ୍‌.): ଏମାର ମଠରୁ ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ହେବା ପରେ ସେଠାରେ ଆହୁରି ଗୁପ୍ତଧନ ରହିଥିବା ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ପୁରୀର ବହୁ ପୁରାତନ ତଥା ଧନୀ ମଠରୁ ଅନ୍ୟତମ ଏମାର ମଠ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି । ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ହଜାର ବର୍ଷ ତଳର ଏହି ମଠକୁ ଖୋଳାଯାଉଛି…

Read More

ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ସହରରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଡ୍ରେନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ସହରରେ ଖୋଲା ଓ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଛୋଟ ବଡ଼ ଡ୍ରେନ୍ ଗୁଡ଼ିକର ମରାମତି ଏବଂ ଡ୍ରେନକଡ଼ରେ ତାର ବାଡ଼ ବୁଲାଇବା ଦାବିରେ ହିନ୍ଦୁସେନା ନେତୃତ୍ୱରେ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ, ସ୍ଥାନୀୟ କଲ୍ୟାଣୀ ନଗରରୁ ନୂଆବଜାର ଆଡ଼କୁ ଯାଇଥିବା ମୂଖ୍ୟନାଳ ଲୋକମାନଙ୍କର ଚିନ୍ତା ବଢିବାରେ ଲାଗିଛି । ନାଳର…

Read More

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର କଟକ(ଏନ୍‌.ଏମ୍‌.): ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ପ୍ରଚାର ଜୋରଦାର ଆରମ୍ବ ହୋଇଛି । କରୋନା କଟକଣା ଯୋଗୁ ପ୍ରାର୍ଥିମାନେ ସେମାନଙ୍କ ସିମିତ ସଂଖ୍ୟକ ସମର୍ଥକ ଓ ସହଯୋଗୀମାନଙ୍କୁ ସାଙ୍ଗରେ ଧରି ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରିବା ସହି ପ୍ରଚାର ପତ୍ର ବଣ୍ଟନ କରିବା ଦେଖିବାକୁ ମିଳିଛି । ଏହି ନିର୍ବାଚନରେ ପୋଷ୍ଟର, ବ୍ୟାନର ଓ ଲିପଲେଟ ମୁଖ୍ୟ…

Read More

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ କଟକ (ଏନ୍‌.ଏମ୍‌.): ଓଡିଶା ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶଥାଉକି ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଆଜି ପୂର୍ବାହ୍ନରେ ସେ ଉପନିର୍ଦ୍ଦେଶକ ଦାୟିତ୍ୱ…

Read More

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ

ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ କଟକ(ଏନ୍‌.ଏମ୍‌.): ବିରୂପାନଦୀ ବନ୍ଧ ପାର୍ଶ୍ୱ ନୂଆସାହି ରାସ୍ତାରେ ଗତ ୨୭ ତାରିଖରେ ଏକ ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନକୁ ଲୁଟ୍ କରି ନେଇଥିବା ଘଟଣାରେ ଜଗତପୁର ପୁଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଟାଙ୍ଗୀ ଥାନା ନରେନ୍ଦ୍ରପୁର ଅଞ୍ଚଳର ପିକପ୍ ଭ୍ୟାନ ଡ୍ରାଇଭର ଗୋପନ ଓରଫ ମଙ୍ଗଲ…

Read More