ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯିବା ପରେ ଘଟଣାର ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା…

Read More

ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ

ପିଠିକୁ ନମାରି ପେଟକୁ ମାରିଲେ ଦୁବୃର୍ତ୍ତ: ଗାଡ଼ିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଭଦ୍ରକ (ଏନ୍‍.ଏମ୍‍.): ପିଠିକୁ ନମାରି ମାରିଲେ ପେଟକୁ । ଛଡ଼ାଇନେଲେ ପରିବାର ମୁହଁରୁ ଦାନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ପଞ୍ଚାୟତ ଦାସ ସାହି ଅଞ୍ଚଳରେ । ପରିବାର ପ୍ରତିପୋଷଣ କରିବା ନିମନ୍ତେ ରୋଜଗାର ଖୋଜି ଖୋଜି ନୟାନ୍ତ ହେବା ପରେ ପତ୍ନୀଙ୍କ ଗହଣା ବିକ୍ରି ଏବଂ କରଜ କରି ଚାରିଚକିଆ ଗାଡ଼ିଟି କରିଥିଲେ…

Read More

ଅଶାନ୍ତ ହେଉଛି ମାହାଙ୍ଗା ! : ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଅଶାନ୍ତ ହେଉଛି ମାହାଙ୍ଗା ! : ପଥରରେ ଛେଚି ମହିଳାଙ୍କୁ ହତ୍ୟା ଦେଖନ୍ତୁ ଏହି ଭିଡିଓ…. ମାହାଙ୍ଗା(ଏନ୍‍.ଏମ୍‍.): ଅଶାନ୍ତ ହୋଇପଡ଼ିଛି କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳ । ଦିନକୁ ଦିନ ବଢ଼ିଚାଲିଛି ଅପରାଧର ତାଲିକା । ଆଜି ଜଣେ ମହିଳାଙ୍କୁ ପଡୋଶୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏ ସଂକ୍ରାନ୍ତରେ ପୁଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ ଚଳାଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ,…

Read More

ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ

ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ କଟକ(ଏନ୍‍.ଏମ୍‍.): ଆଜି କଟକ ଜଗତପୁର ଗ୍ରାମରେ ନୂତନ ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଟେନିସ ଭଲିବଲ ସଙ୍ଘ ସହକାରୀ ସମ୍ପାଦକ ତଥା ରେଫରୀ ବୋର୍ଡ ସମ୍ପାଦକ ସ୍ମୃତି ରଞ୍ଜନ ମହାପାତ୍ର,ସମ୍ପାଦକ ଶଶୀକାନ୍ତ ନାୟକ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି ପଡିଆକୁ ଉଦ୍ଘାଟନ କରିଥିଲେ ଏବଂ ସମ୍ମାନୀତ ଅତିଥି ଉପ ସଭାପତି ଅଜୟ କୁମାର ସାହୁ, ଲିଙ୍ଗରାଜ…

Read More

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ କଟକ(ଏନ୍‍.ଏମ୍‍.): କଟକ ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହି ଜଳକୁ ଠିକ୍‍ ଭାବେ ବିଶୋଧନ କରାଯାଉ ନାହିଁ । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ସହରବାସୀ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଶିଖରପୁର ଅଞ୍ଚଳର ଜନସାଧାରଣ । ସହରରେ ଦୂଷିତ ଜଳ ଯୋଗାଣ କରାଯାଉଥିବା ଦୁର୍ଭାଗ୍ୟ ଜନକ ବୋଲି…

Read More

ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ

ଠିକାଦାରଙ୍କ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ : ସୁନାରିବଣ ପରେ ଭୁସୁଡିଲା ହୁରାସାହି କେନାଲ ବନ୍ଧ ଜଗତପୁର(ଏନ୍‌.ଏମ୍‌.): ଗ୍ରାମ୍ୟ ଉନୟନ୍ନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଚମ୍ପତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ହୁରାସାହି-ସୁନାରିବଣ ଅଧିବାସୀଙ୍କ ପାଇଁ କେନ୍ଦ୍ରାପଡା କେନାଲ ମଧ୍ୟରେ ଫୁଟ ବ୍ରିଜ ନିର୍ମାଣ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଆଚରଣ ବିଧି ଲାଗୁହେବା ପରେ ଏହି ପ୍ରକଳ୍ପକୁ ବିନା ଫଳକରେ ଶିଳାନ୍ୟାସ କରାଯାଇଥିଲା । ଫୁଟ୍ ବ୍ରିଜଟି ନିର୍ମାଣ କରାଗଲେ…

Read More

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ

ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଥମୁନି ବିବାଦ : ୱାର୍ଡ ସଭାପତିଙ୍କ ବିରୋଧରେ ଫେରାଦ ହେଲେ ପୂର୍ବତନ ମହିଳା ସଭାନେତ୍ରୀ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅଧିନରେ ରହିଥିବା ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁଜନତା ଦଳର କର୍ମୀଙ୍କ ମଧ୍ୟରେ ବିବାଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ମସହା ନିର୍ବାଚନରେ ଏହି ୱାର୍ଡରୁ ନଳିନୀ ବେହେରା କର୍ପୋରେଟର ପଦବୀ ପାଇଁ ବିଜେଡି ଟିକଟ ହାତେଇବା ପରେ ଦଳରେ ଅନ୍ତଦ୍ୱନ୍ଦ ଦେଖା ଦେଇଥିଲା । ଏପରିକି…

Read More

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ…

Read More

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ କୋଣାର୍କ (ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସ୍ଥିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଶାକର୍ମୀମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ମହାମାରୀ କରୋନା ସମୟରେ ସମସ୍ତେ ସୁରକ୍ଷିତ ରହିବାକୁ ଉଦ୍ୟମ କରୁଥିବାବେଳେ…

Read More

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ ଗୁରୁଡ଼ିଝାଟିଆ(ଏନ୍‌.ଏମ୍‌.): ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଟିତ ହୋଇଯାଇଛି । ଧବଳେଶ୍ୱର ପୂଜକ ସମିତି ପକ୍ଷରୁ ବାବା ଧବଳେଶ୍ୱରଙ୍କ ସହ ଦୋଳଗୋବିନ୍ଦଙ୍କୁ ଚାନ୍ଦି ବିମାନରେ ବିଜେ କରାଯାଇ ମଞ୍ଚେଶ୍ୱର ଗ୍ରାମ ସହ ବିଭିନ୍ନ ସାହି ପରିକ୍ରମା କରି ପ୍ରଭୁଙ୍କୁ ଯାତ୍ରା ପଡିଆକୁ ନିଆଯାଇ ଥିଲା । ୨୦୨୦ରୁ ଏହି ଚାନ୍ଦି ବିମାନ ନିର୍ମାଣ କରାଯାଇଥିଲେ ବି କରୋନା…

Read More

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଲାଇଟ ପୋଷ୍ଟରେ ମାଡ଼ ହୋଇଗଲା ଯାତ୍ରୀବାହୀ ବିମାନ, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଦିଲ୍ଲୀ ବିମାନ ବନ୍ଦରରେ ଏକ ଦୁର୍ଘଟଣା ଘଟିଛି । ଏକ ଲାଇଟ ପୋଷ୍ଟରେ ଯାତ୍ରୀବାହୀ ବିମାନଟି ମାଡ଼ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପାଇଁ ଉଦ୍ୟମ କରୁଥିବାବେଳେ…

Read More

ମେଡିକାଲରେ ବାପାଙ୍କ ଦେଖାକରି ଘରକୁ ଫେରିବା ବେଳେ ପୁଅର ମୃତ୍ୟୁ

ମେଡିକାଲରେ ବାପାଙ୍କ ଦେଖାକରି ଘରକୁ ଫେରିବା ବେଳେ ପୁଅର ମୃତ୍ୟୁ ବାସୁଦେବପୁର(ଏନ୍‌.ଏମ୍‌.): ମେଡ଼ିକାଲରେ ବାପା ଚିକିତ୍ସିତ ହେଉଥିବାବେଳେ ପୁଅ ମେଡ଼ିକାଲରୁ ଦେଖାକରି ଘରକୁ ଫେରିବା ବେଳେ ପାଲଟିଗଲା ଅଫେରା ପଥର ଯାତ୍ରୀ । କିଏ ଯାଣିଥିଲା ମେଡ଼ିକାଲରେ ବାପାଙ୍କ ସହ ଥିଲା ଏହା ଶେଷ ଦେଖା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ନିର୍ମାଣଧୀନ ପୋଲ ନେଇଗଲା ଯୁବକଙ୍କ ଜୀବନ । ମେଡିକାଲରେ ଚିକିତ୍ସିତ ହେଉଥିବା ବାପାଙ୍କ ନିକଟରୁ…

Read More