ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା
ସିଏମସିର ଆବର୍ଜନା ସଂଗ୍ରହ ଦିଗହରା: ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢ଼କୁଢ଼ ଆବର୍ଜନା ଜଗତପୁର (ଏନ୍.ଏମ୍.): କଟକ ସହରରେ ଆବର୍ଜନା ପରିଚାଳନା ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଏବେ ଦିଗହରା ହେବାରେ ଲାଗିଛି । ଯାହାଫଳରେ ସହର ଆବର୍ଜନା ପୁଣି ରାସ୍ତାଘାଟରେ ଦେଖିବାକୁ ମିଳିଛି । କଟକ ମହାନଗର ନିଗମ ଅଧିନରେ ରହିଥିବା ସମସ୍ତ ୱାର୍ଡରେ ସ୍ୱଚ୍ଛତା ଆଣିବା ଲାଗି ଘରକୁ ଘର ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି ଆବର୍ଜନା ଗୁଡ଼ିକୁ ପରିଚାଳନା ନିମନ୍ତେ ଏମସିସି…
