ସାମ୍ବାଦିକଙ୍କ ମାତୃ ବିୟୋଗ
ସାମ୍ବାଦିକଙ୍କ ମାତୃ ବିୟୋଗ ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ସାମ୍ବାଦିକ ରଞ୍ଜନ କୁମାର ରାଉତଙ୍କ ମାତା ମାଳତୀ ରାଉତ(୭୨)ଙ୍କର ନାନକାର ସ୍ଥିତ ବାସଭବନରେ ହୃତଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତାଃ ରାଉତଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱମୀ ବାସୁଦେବ ରାଉତ, ୫ପୁତ୍ର, ୫ବୋହୁ, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ପରଲୋକଗତ ଖବର ପାଇ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏଥି ସହିତ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,…
