ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ
ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ ଆଠଗଡ଼(ଏନ୍.ଏମ୍.) : ମହାନଦୀରେ ବନ୍ୟା ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ କୂଳ ଲଙ୍ଘିବା ସହ ବହୁ ଜନବସତିକୁ ଗ୍ରାସ କରି ସାରିଲାଣି । ନଦୀକୂଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ତେବେ ଏହି ବନ୍ୟା ଯୋଗୁଁ ମହାନଦୀ ମଝିରେ ଦୀର୍ଘ ୪ ଦିନ ଧରି ଫସି ରହିବା ପରେ ଆଜି ଓଡ୍ରାଫ ଟିମ ବାପ ପୁଅଙ୍କୁ…
