ସୂଚନା ଅଧିକାର ଆଇନରେ ମିଳିଲା ସାଙ୍ଘାତିକ ତଥ୍ୟ: ଟାଙ୍ଗୀ ଚୌଦ୍ୱାର ମହିଷାଲଣ୍ଡାରୁ ଆସିଲା କାଜୁଗଛ ଚୋରି

ସୂଚନା ଅଧିକାର ଆଇନରେ ମିଳିଲା ସାଙ୍ଘାତିକ ତଥ୍ୟ: ଟାଙ୍ଗୀ ଚୌଦ୍ୱାର ମହିଷାଲଣ୍ଡାରୁ ଆସିଲା କାଜୁଗଛ ଚୋରି #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ଦୁର୍ନୀତି ବଢ଼ିବଢ଼ି ଚାଲିଛି । କେତେବେଳେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳି ତ ଆଉ କେତେବେଳେ ଆଠଗଡ଼ ନିର୍ବାଚନ ମଣ୍ଡଳି । ଏଠାରେ ଦୁର୍ନୀତି ବୃଦ୍ଧି ପାଇବା ଯୋଗୁଁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । କିଛି ନ୍ୟସ୍ତ ସ୍ୱାର୍ଥ ରାଜନେତାଙ୍କ ଯୋଗୁଁ ଏ ସବୁ ଅଞ୍ଚଳରେ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ଅପହଞ୍ଚରେ ରହୁଥିବାବେଳେ…

Read More

ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ

ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ #ଆଠଗଡ଼(ଏନ୍‌.ଏମ୍‌.): କଟକ ଆଠଗଡ ଅଞ୍ଚଳ ପ୍ରଖ୍ୟାତ ସାଂସ୍କୃତିକ କାର୍ଯ୍ୟକ୍ରମ ଗଡଜାତ ମହୋତ୍ସବ -୨୦୨୨ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଡଜାତ ପରିକ୍ରମା ଆୟୋଜନରେ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗଡଜାତ ପରିକ୍ରମା ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ପୌରହିତ୍ୟ କରିଥିଲେ । ବୈଠକରେ ଅନୁଷ୍ଠାନ ସମ୍ପାଦକ ଲଲାଟେନ୍ଦୁ ସେନାପତି ମହୋତ୍ସବ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ଆସନ୍ତା ନଭେମ୍ବର ୨୪ ରୁ ୨୮…

Read More