ଭୁବନେଶ୍ୱର ସହିଦନଗରରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟେକ୍‌ର ବ୍ରାଣ୍ଡ୍ ନୂଆ ଶୋ’ରୁମ୍‌

ଭୁବନେଶ୍ୱର ସହିଦନଗରରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟେକ୍‌ର ବ୍ରାଣ୍ଡ୍ ନୂଆ ଶୋ’ରୁମ୍‌ ଭୁବନେଶ୍ୱର (ଏନ୍‌.ଏମ୍‌.): ଅଗ୍ରଣୀ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ମେଟ୍ରୋ କମ୍ପ୍ୟୁଟେକ୍ ଭୁବନେଶ୍ୱରର ସହିଦ ନଗରରେ ନୂତନ ଷ୍ଟୋର ଲଞ୍ଚ କରିଛି । ଯାହା ଅନ୍ୟ ପାରମ୍ପରିକ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ତୁଳନାରେ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ପ୍ରଦାନ କରିବ । ମେଟ୍ରୋ କମ୍ପ୍ୟୁଟେକ୍ ଭୁବନେଶ୍ୱରରେ ଆଇଟି ସେବା ପ୍ରଦାନକାରୀଙ୍କ ଦ୍ୱାରା ସର୍ବପ୍ରଥମ ନୂତନ ଷ୍ଟୋ ।ର୍ ଯାହା ଡିଜିଟାଲ୍ ଟ୍ରାନ୍ସଫର୍ମେସନର ସମ୍ପ୍ରସାରଣ ଜରିଆରେ ଗ୍ରାହକଙ୍କ…

Read More

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ କୋଣାର୍କ(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ଉଦଘାଟିତ ହୋଇଛି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣି ମଣ୍ଡପ । ୨୦୧୮ ମସିହାରେ ତତକାଳିନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ବିଭିନ୍ନ ସମସ୍ୟା ପାଇଁ ନିର୍ଧାରିତ ସମୟ ମଧ୍ୟରେ କଲ୍ୟାଣି ମଣ୍ଡପଟିର କାର୍ଯ୍ୟ ଶେଷ ହୋଇ ପାରିନଥିଲା । ଇତି ମଧ୍ୟରେ ୫ ବର୍ଷ ବତି ଯାଇଛି । ପ୍ରାୟ…

Read More

ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ରୂପେ ଦାୟିତ୍ୱ ଗ୍ରହଣ

ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ରୂପେ ଦାୟିତ୍ୱ ଗ୍ରହଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ ନବରଙ୍ଗପୁର ସାଂସଦ, ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା…

Read More

ଜଗତପୁର ଥାନା ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ନେଇ ପ୍ରସ୍ତୁତି ବୈଠକ

ଜଗତପୁର ଥାନା ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ନେଇ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ପବିତ୍ର ଦୁର୍ଗାପୂଜା ଓ କାଳୀ ପୂଜା ପରେ ପାର୍ବଣର ଶେଷ ପର୍ଯ୍ୟାୟରେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଛି । ପବିତ୍ର କାର୍ତ୍ତିକମାସର ଶେଷ ୫ଦିନକୁ ପଞ୍ଚକ ଭାବେ ପାଳନ କରାଯାଏ । ଏହି ସମୟରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ୱରଙ୍କ ପ୍ରତିମୂର୍ତ୍ତି ପୂଜା ପାଇଥାଏ । ତେବେ ଚଳିତ ବର୍ଷ କଟକ ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ…

Read More

କଟକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡ଼ ପଦଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧନା, ଜଗତପୁରରେ ରାତ୍ରୀ ଯାପନ

କଟକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡ଼ ପଦଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧନା, ଜଗତପୁରରେ ରାତ୍ରୀ ଯାପନ କଟକ(ଏନ୍‌.ଏମ୍‌.): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର, ଭାରତ ଯୋଡ଼ ପଦଯାତ୍ରା ଭୁବନେଶ୍ୱରରୁ ଆସି ଆଜି କଟକରେ ପହଞ୍ôଚଛି । ପୂର୍ବାହ୍ନରେ ସ୍ଥାନୀୟ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ଅପେକ୍ଷା କରିଥିବା କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ, କଟକ ନଗର କଂଗ୍ରେସ କମିଟି…

Read More

କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା

କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ୟୁନିଟ ୩ସ୍ଥିତ ପ୍ରଦର୍ଶନୀ ପଡିଆରେ ୨୫ତମ କଳିଙ୍ଗ ପୁସ୍ତକ ମେଳା ଏବେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ଭୁବନେଶ୍ୱରରେ ପ୍ରଥମ ପୁସ୍ତକମେଳା ଅନୁଷ୍ଠିତ ହୋଇଛି । ଏଠାରେ ଅନେକ ପୁସ୍ତକ ଷ୍ଟଲ ପଡ଼ିଥିବାବେଳେ ହଜାର ହଜାର ପ୍ରକାରର ପୁସ୍ତକ ସ୍ଥାନ ପାଇଛି । ଶିଶୁଙ୍କ ଠାରୁ ବୟୋଜ୍ୟେଷ୍ଠମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକ ଏଠାରେ ଉପଲବ୍ଧ…

Read More

କୋଣାର୍କ ଭଗବତୀ ମହାବିଦ୍ୟାଳୟ ସ୍ଥାଇ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି

କୋଣାର୍କ ଭଗବତୀ ମହାବିଦ୍ୟାଳୟ ସ୍ଥାଇ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି କୋଣାର୍କ (ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ସ୍ଥାଇ ଅଧ୍ୟକ୍ଷ ନଥିବାରୁ ବହୁବିଧ ସମସ୍ୟାରେ ମହାବିଦ୍ୟାଳୟଟି ଗତି କରୁଛି । ପୂର୍ବତ୍ତନ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମିଶ୍ରଙ୍କ ଅବସର ପରେ ଏଯାବତ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ମହାବିଦ୍ୟାଳୟର ଅଧ୍ୟାପକ ନୟନ ଦତ୍ତଙ୍କୁ କାମଚଲା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ମହାବିଦ୍ୟାଳୟ…

Read More

ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର

ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର ଥମୁନି ବିବାଦ, ପ୍ରଶାସନ ସହ ସହମତ ନୁହନ୍ତି ସେବାୟତ ଓ ଶ୍ରଦ୍ଧାଳୁ ଆଠଗଡ଼(ଏନ୍‍.ଏମ୍‍.): ଗୁଜୁରାଟ ମୋର୍ବି ସହର ଝୁଲାପୋଲ ଟ୍ରାଜେଡି ପରେ ଏବେ ସମସ୍ତଙ୍କ ନଜର କଟକ ଜିଲ୍ଲା ଆଗଠଡ଼ ବ୍ଲକ ପବିତ୍ର ଶୈବପୀଠ ଧବଳେଶ୍ୱରଙ୍କ ଉପରେ । ଏଠାରେ ମଧ୍ୟ ବାବାଧବଳେଶ୍ୱରଙ୍କ ମନ୍ଦିରକୁ ଯିବା ପାଇଁ କୌଣସି ବିକଳ୍ପ ରାସ୍ତା ନଥିବାବେଳେ ଝୁଲାପୋଲ ଏକମାତ୍ର ମାଧ୍ୟମ ସାଜିଥିଲା । ତେବେ ଏହି ଝୁଲାପୋଲ କ୍ରମଶଃ ଦୁର୍ବଳ…

Read More

ପଦାରେ ପଡ଼ିଲା ଧବଳେଶ୍ୱର ଝୁଲାପୋଲ ପ୍ରତି ଅବହେଳା: ଶ୍ରଦ୍ଧାଳୁଙ୍କ ଉପରେ କଟକଣା ନେଇ ତେଜିଲା ଅସନ୍ତୋଷ

ପଦାରେ ପଡ଼ିଲା ଧବଳେଶ୍ୱର ଝୁଲାପୋଲ ପ୍ରତି ଅବହେଳା: ଶ୍ରଦ୍ଧାଳୁଙ୍କ ଉପରେ କଟକଣା ନେଇ ତେଜିଲା ଅସନ୍ତୋଷ #ଆଠଗଡ଼(ଏନ୍‌.ଏମ୍‌.): ପବିତ୍ର ପଞ୍ଚକ ଯାତ୍ରା ପୂର୍ବରୁ ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠ ଏକମାତ୍ର ଯାତାୟାତ ରାସ୍ତା ଝୁଲା ପୋଲକୁ ବନ୍ଦ କରିବାକୁ ପ୍ରଶାସନର ନିଷ୍ପତ୍ତି ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ବର୍ଷ ବର୍ଷ ଧରି ଏହି ଝୁଲାପୋଲ ଦୁର୍ବଳ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରିଥିଲେ । ମାତ୍ର ଗୁଜୁରାଟ…

Read More

ବିଦ୍ୟାଧରପୁର କାଳୀମେଳଣ ପାଇଁ ବୁଲିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଦ୍ୟାଧରପୁର କାଳୀମେଳଣ ପାଇଁ ବୁଲିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍‌.ଏମ୍‌.): କଟକ ପୂର୍ବାଞ୍ଚଳ ଅର୍ଥାତ ବିଦ୍ୟାଧରପୁର ପ୍ରସିଦ୍ଧ କାଳୀ ମେଳଣର ଅବ୍ୟବହିତ ପୂର୍ବରୁ ଆଜି ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ସମସ୍ତ ମଣ୍ଡପକୁ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି କାଳୀମେଳଣ ହେଉଥିବାବେଳେ ବିଦ୍ୟାଧର ପୁର ଅଞ୍ଚଳରୁ ୩୧ଟି ମଣ୍ଡପରୁ ମା’ କାଳୀଙ୍କ ସମେତ ହରପାର୍ବତୀ, ମହାଦେବ ଆଦି ଦେବଦେବୀଙ୍କ ମୃଣ୍ମୟୀମୂର୍ତ୍ତି ପୂଜା…

Read More

ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ

ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ ଡେରାବିଶ(ଏନ୍‌.ଏମ୍‌.): କାର୍ତ୍ତିକମାସରେ ହବିଷ୍ୟ କରିବା ହିନ୍ଦୁ ଧର୍ମର ଏକ ଅନନ୍ୟ ପରମ୍ପରା । ଏହାଦ୍ୱାରା ହବିଷ୍ୟାଳିମାନେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିବା ସହ ମୋକ୍ଷ କାମନା କରିଥାନ୍ତି । ତେବେ ଏଭଳି ପବିତ୍ର କାର୍ଯ୍ୟ ନିମନ୍ତେ ବହୁ ଲୋକ ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ନିଜ ନିଜ ଆରାଧ୍ୟଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ଗରିବ ଲୋକଟିଏ ଇଚ୍ଛା ଥିଲେ ମଧ୍ୟ ସେ ତୀର୍ଥକୁ ଯାଇ ପାରେ ନାହିଁ…

Read More

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ଅବସରଗ୍ରହଣ

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ଅବସରଗ୍ରହଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ…

Read More