ବେଆଇନ ଜୁଆ ଆଡାରେ ଚଢ଼ାଉ: ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ ସହ ୩୦ଜଣ ଗିରଫ

ବେଆଇନ ଜୁଆ ଆଡାରେ ଚଢ଼ାଉ: ନଗଦ ୮ଲକ୍ଷ ୪ହଜାର ୮ଶହ ଟଙ୍କା ଜବତ ସହ ୩୦ଜଣ ଗିରଫ ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଓ ସ୍ପେସାଲ ସ୍କ୍ୱାଡ ମିଳିତ ଭାବେ ବେଆଇନ ଜୁଆ ଆଡା ଉପରେ ଚଢାଉ କରି ଜୁଆରେ ସଂପୃକ୍ତ ୩୦ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣା ପଡିଛି । ସୁଚନା ଅନୁଯାୟୀ, କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଗତ…

Read More

ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ

ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ବ୍ଲକ ଶରଧାପୁର, ତରତୁଆ, ହଳଦିପଦା ଓ ଅର୍ଜୁନପୁର ଆଦି ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଗାଁରେ ତାଟି କଣ୍ଟା ପଡ଼ିଯାଇଥିବା ଜଣାପଡ଼ିଛି । ଗାଁ ପାଖ କାଜୁ ଜଙ୍ଗଲରେ ବାଘ ବୁଲିବା ପ୍ରଚାର ହୋଇଯିବା ପରେ ଉକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏଭଳି ଖବର ପାଇବା ପରେ ବନ ବିଭାଗ ତରଫରୁ ଦୁଇଟି ଟିମ ସନ୍ଧ୍ୟାରେ ବାଘ…

Read More

ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ ; ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା

ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା ଯାଜପୁର/ଭୁବନେଶ୍ୱର(ଏନ୍‌.ଏମ୍‌.): ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇଚ୍ୟୁତ ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିବା ସହ ୩ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି । ଦୁର୍ଘଟଣା ପରେ ସେହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହି ରୁଟ୍ ଦେଇ ଯିବାକୁ ଥିବା ୮ଟି…

Read More

ଲୋକେସବା ଭବନ କନଭେନସନ ସେଣ୍ଟର ଠୋର ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ#

ଲୋକେସବା ଭବନ କନଭେନସନ ସେଣ୍ଟର ଠୋର ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର – ମୁଖ୍ୟ ଶାସନ ସଚିବ ଭୁବେନଶ୍ୱର(ଏନ୍‌.ଏମ୍‌.): ମାଲେରିଆ ନିରାକରଣ ଉପେର ପର୍ଯ୍ୟବେସିତ ‘ଦମନ’ ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ । ଚଳଚ୍ଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ…

Read More

ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ

ବିଶ୍ୱ ଶିଶୁଦିବସ: ବସ୍ତିର ବଞ୍ଚିତ ପିଲାମାନଙ୍କ ମୁହଁରେ ଖୁସି ଭରିଦେଲା ୟୁନିସେଫ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶ୍ୱ ଶିଶୁଦିବସ ଅବସରରେ ୟୁନିସେଫ ସହିତ ପ୍ରୋସୋସିଓ(କ୍ରୀଡା ଏବଂ ଖେଳ ଫେଡେରେଶନ) ଭୁବନେଶ୍ୱରରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଉପଯୁକ୍ତ ଭାବରେ ଦର୍ଶାଇଲା ଯେ ଖେଳ କିପରି କଠିନ ପରିସ୍ଥିତିରେ ରହୁଥିବା ବାଳିକା ଏବଂ ବାଳକମାନଙ୍କ ପାଇଁ ଆନନ୍ଦ ଆଣିପାରେ । ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପିଲା ଯେଉଁମାନେ ବଞ୍ଚିତ ପୃଷ୍ଠଭୂମିରୁ ଏବଂ ବସ୍ତିରେ ରହୁଥିଲେ, ସେମାନେ…

Read More

ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର କଟକ(ଏନ୍‌.ଏମ୍‌.): ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ଓ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଭୁବନେଶ୍ୱରଙ୍କ ମିଳିତ ଆନୁକୁଲ୍ୟରେ ୪ଦିନ ବ୍ୟାପି ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ଜଗତପୁର ନୁତନ ଶିଳ୍ପାଞ୍ଚଳ ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ସଭାଗୃହ ପରିସରରେ ଶିଳ୍ପ ସଂଘ ଅଧ୍ୟକ୍ଷ ଅବାନୀ କାନୁନଗୋଙ୍କ ଦ୍ୱାରା ଗତ ୧୬ ତାରିଖ ଦିନ ଉଦ୍ଘାଟିତ ଏହି ଶିବିରରେ ଜଗତପୁର ଶିଳ୍ପାଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ…

Read More

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଟକ(ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ଆଜି ଖାନନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ନଭେମ୍ବର ୧୬ ତାରିଖରେ ଆସୋସିଏସନ ତରଫରୁ ୩୦ଟି ଜିଲ୍ଲାଶାଖା ମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ସର୍ବନିମ୍ନ ପେନସନ ୯୦୦୦ଟଙ୍କାକୁ ବୃଦ୍ଧିସହ ମହଙ୍ଗାଭତ୍ତା ପ୍ରଦାନ ପାଇଁ ଦାବିକରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର…

Read More

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ

ଚୌଦ୍ୱାର ପୁଲିସର ସଫଳତା:ଚୋରି ସାମଗ୍ରୀ ଜବତ, ୭ ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୁଲିସ୍ ପଞ୍ଝାରେ ୭ଜଣ ଚୋର ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ନାବାଳକ ଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ଚୌଦ୍ୱାର ଅଞ୍ଚଳର ବିଭିନ୍ନ ଦୋକାନ, ଘର, ଓ ମନ୍ଦିରମାନଙ୍କରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ତେବେ ବାରମ୍ବାର ଚୋରି ହେବା ନେଇ ଅଭିଯୋଗ ହେବା ନେଇ ପୁଲିସର ନିଦ ହଜିଯାଇଥିଲା । ଗତ ୧୩ ତାରିଖ ଦିନ…

Read More

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ

ଭିନ୍ନକ୍ଷମଙ୍କୁ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କଲେ ମନ୍ତ୍ରୀ ‘ସ୍ୱାଭିମାନ’ ପକ୍ଷରୁ ଅଭିନବ ପଦକ୍ଷେପ ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୮ ଜଣ ଭିନ୍ନକ୍ଷମଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମିତ ବ୍ୟାଟେରୀଚାଳିତ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ସ୍ଥାନୀୟ ତେରାପନ୍ଥ ଭବନରେ ‘ସ୍ୱାଭିମାନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଉପକରଣଗୁଡ଼ିକ ବିତରଣ କରିବା ସହିତ ଏଗୁଡ଼ିକୁ ଭାରତର ପ୍ରଥମ ସ୍ୱଦେଶୀ ବ୍ୟାଟେରୀଚାଳିତ…

Read More

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨; ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଏହି ମେଳାର ଓଡ଼ିଶା ପାଭିଲିୟନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାଙ୍କ ୨୪ଟି ଷ୍ଟଲ ସ୍ଥାନ ପାଇଛି । ଉତ୍କଳୀୟ କଳା, ସଂସ୍କୃତିକୁ ନେଇ ନିର୍ମିତ ଓଡ଼ିଶା ପାଭିଲିୟନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଏଥିରେ ଦେଶବିଦେଶର ଗ୍ରାହକମାନଙ୍କ ଭିଡ଼…

Read More

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି କଟକ(ଏନ୍‌.ଏମ୍‌.): ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ୟାପକ ବିଭ୍ରାଟ ହୋଇଥିବା କଟକ ମହାନଗର ଶାନ୍ତିକମିଟି ଓ ପୂଜା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ କମିଟି ପକ୍ଷରୁ ଅଭିଯୋଗ ଉଠିବା ସହ ବାଲିଯାତ୍ରା ମହୋତ୍ସବର ଦାୟିତ୍ୱ ରାଜ୍ୟସରକାରଙ୍କ…

Read More

ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ

ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ କଟକ(ଏନ୍‌.ଏମ୍‌.): ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଚାରିଟେବୁଲ୍ ଟ୍ରଷ୍ଟ୍ ଓ ମହାସତ୍‌ସଂଘ ପରିବାର ପକ୍ଷରୁ ବୟାଳିଶିମୌଜାର ରାଉତରାପୁରସ୍ଥିତ ମା ଶାରଦା ଆଶ୍ରମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଜନ୍ମୋତ୍ସବ ଓ ରାଜ୍ୟସ୍ତରୀୟ ପୂଜ୍ୟପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୈବଜ୍ଞ ପଣ୍ଡିତ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ଯୋଗ ଦେଇ ବର୍ତ୍ତମାନ ପୃଥିବୀକୁ ମାଡି ଆସୁଥିବା ବିଭିନ୍ନ ପ୍ରକାର ବିପଦରୁ ଦୂର…

Read More