କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨; ନବବଧୂ ପରି ସଜେଇ ହୋଇଛି କୋଣାର୍କ

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨ ନବବଧୂ ପରି ସଜେଇ ହୋଇଛି କୋଣାର୍କ କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୨୨ ନିମନ୍ତେ ଡିସେମ୍ବର ୧ତାରିଖଠାରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଉତ୍ସବକୁ ସରଶସୁନ୍ଦର କରିବା ପାଇଁ ସରକାରୀ ସ୍ଥରରୁ ବେସରକାରୀ ସ୍ଥରର କର୍ମକର୍ତ୍ତାମାନେ ଲାଗିପଡିଛନ୍ତି । କୋଣାର୍କର…

Read More

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କର ୨୦୨୨: ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କର ୨୦୨୨ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ #ଭୁବନେଶ୍ୱର(ଏନ୍‌.ଏମ୍‌.): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) କୁ ବୁଧବାର ଦିନ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ୍ ପୁରସ୍କର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ କିଟ୍ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୨ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ତେବେ କିଟ୍‌କୁ ଏହି…

Read More

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି କଟକ(ଏନ୍‌.ଏମ୍‌.): ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ହୋଇ ପାରୁନି ସମାଧାନ । ଏହି ନମ୍ବରପ୍ଲେଟ ପ୍ରସ୍ତୁତ କରିବା ଏବଂ ଲଗାଇବା କ୍ଷେତ୍ରରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ହଜାର ହଜାର ଗାଡ଼ିମାଲିକ ହଇରାଣ ହେଉଛନ୍ତି । ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ଏସବୁ ସମସ୍ୟାର ସମାଧାନ କରାନଯାଇ ନିର୍ଦ୍ଦେଶ ଦେଇଦେବା ଏବଂ ଜୋରିମାନା ଆଦାୟ କରିବା ନୀତିକୁ ବିରୋଧ କରାଯିବା ସହ ମାମଲା ହାଇକୋର୍ଟରେ…

Read More