ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’
ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’ ଭୁବନେଶ୍ୱର(ଏନ୍.ଏମ୍.): ସମାଜରେ କିଛି ନିଆରା ଲକ୍ଷ୍ୟକଲେ କଥାକାର ତାକୁ ଗଳ୍ପରେ ରୂପାୟିତ କରେ । ତାହା ମଣିଷ ଓ ଜୀବନର ଅନୁକୂଳ ଏବଂ ପ୍ରତିକୂଳ ଦିଗକୁ ଦର୍ଶାଇଥିଲେ ମଧ୍ୟ ସେଥିରୁ ମାର୍ଗଦର୍ଶନ ମିଳେ ବୋଲି ବିଶିଷ୍ଟ କଥାକାର ସହଦେବ ସାହୁ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ କଥାକାର ଶ୍ରୀ ସାହୁ କଥାବାର୍ତ୍ତା ପ୍ରସଙ୍ଗରେ…
