ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡାଙ୍କ କାର ଦୁର୍ଘଟଣାରେ ଯୁବକ ମୃତ

ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡାଙ୍କ କାର ଦୁର୍ଘଟଣାରେ ଯୁବକ ମୃତ ଆଠଗଡ଼(ଏନ୍‍.ଏମ୍‍.): ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିବା ସହ ରାଣୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଘେରାଉ କରିଥିଲେ । ଖବର ପାଇ ପୁଲିସ ରାଣୀଙ୍କୁ ନିଜ ହେପାଜତକୁ ନେଇ ଥାନାରେ ବସାଇଛି । ସୂଚନା ଅନୁଯାୟୀ ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ଏକ ବିବାହ ଭୋଜିରେ ଯୋଗଦେଇ…

Read More

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଠଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଧାଈପୁର ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଧାଈପୁର ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁଙ୍କ ବଦଳିକୁ ସହଜରେ ଛାତ୍ରଛାତ୍ରୀ ଗ୍ରହଣ କରି ପାରିନାହାନ୍ତି । ଶ୍ରୀ ସାହୁଙ୍କ ବଦଳି ନିର୍ଦ୍ଦେଶ ସମ୍ପର୍କରେ ସ୍କୁଲର ଛାତ୍ରଛାତ୍ରୀ ସୂଚନା ପାଇବା କ୍ଷଣି ସ୍କୁଲ ଗେଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସୂଚନା ଅନୁଯାୟୀ…

Read More

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଳୁକା କଳା ଉତ୍ସବ ନିମନ୍ତେ ଦ୍ୱିତୀୟ ସମନ୍ୱୟ ବୈଠକ

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଳୁକା କଳା ଉତ୍ସବ ନିମନ୍ତେ ଦ୍ୱିତୀୟ ସମନ୍ୱୟ ବୈଠକ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ନିମନ୍ତେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦିତୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚରେ ପାଞ୍ଚ ଦିନ ବ୍ୟାପି ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ଆୟୋଜିତ ହେବ । ଏଥିସହ…

Read More

କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ପୀଡିତଙ୍କୁ ବଡ଼ ମେଡିକାଲରେ ଭେଟିଲେ ବରିଷ୍ଠ ଜନନେତା ବିଜୟ ମହାପାତ୍ର

କେନ୍ଦ୍ରାପଡା ବାଣ ବିସ୍ଫୋରଣ ଘଟଣା: ପୀଡିତଙ୍କୁ ବଡ଼ ମେଡିକାଲରେ ଭେଟିଲେ ବରିଷ୍ଠ ଜନନେତା ବିଜୟ ମହାପାତ୍ର କଟକ(ଏନ୍‌.ଏମ୍‌.): କେନ୍ଦ୍ରାପଡା ବାଲିଆ ଅଞ୍ଚଳରେ ଅନୁଷ୍ଠିତ କାର୍ତ୍ତିକ ଭସାଣ ସମୟରେ ହୋଇଥିବା ପ୍ରଚଣ୍ଡ ବାଣ ବିସ୍ଫୋରଣ ଘଟଣାରେ ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ ଅଧିବାସୀ ଗୁରୁତର ରୂପେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେଇ ପରିପେକ୍ଷୀରେ ଆଜି ବରିଷ୍ଠ ଜନନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ବାଣ ବିସ୍ଫୋରଣ ପୀଡିତ…

Read More