ରାସ୍ତା ମାପ ନକରି ଡ୍ରେନ ନିର୍ମାଣ ପାଇଁ ସିଏମସି ତତ୍ପରତା: ତହସିଲ ନୋଟିସକୁ ଅଣଦେଖା
ରାସ୍ତା ମାପ ନକରି ଡ୍ରେନ ନିର୍ମାଣ ପାଇଁ ସିଏମସି ତତ୍ପରତା: ତହସିଲ ନୋଟିସକୁ ଅଣଦେଖା କଟକ(ଏନ୍.ଏମ୍.): ସିଏମସି ଅଞ୍ଚଳରେ ରାସ୍ତା ନିର୍ମାଣରେ ଅନିୟମିତତା ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସିଏମସି ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ଅଞ୍ଚଳରେ ସିଏମସିର ମନମୁଖୀ କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଅଞ୍ଚଳରେ ରାସ୍ତା ଓ ଡ୍ରେନ ନିର୍ମାଣ କରିବା ନିମନ୍ତେ ଅର୍ଥ ମଞ୍ଜୁର ହେବା ପରେ କାମ ଆଗେଇ ଚାଲିଥିଲା । ତେବେ ଉକ୍ତ…
