ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି
ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି କଟକ(ଏନ୍.ଏମ୍.): ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ୟାପକ ବିଭ୍ରାଟ ହୋଇଥିବା କଟକ ମହାନଗର ଶାନ୍ତିକମିଟି ଓ ପୂଜା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ କମିଟି ପକ୍ଷରୁ ଅଭିଯୋଗ ଉଠିବା ସହ ବାଲିଯାତ୍ରା ମହୋତ୍ସବର ଦାୟିତ୍ୱ ରାଜ୍ୟସରକାରଙ୍କ…
